Browsing Tag

flower field

ଆର୍‌ପିଏଫ ସବ୍‌ଇନିସପେକ୍ଟରଙ୍କ ନିଆରା ସଉକ୍, ନିଜ ଛାତ ଉପରେ କରିଛନ୍ତି ଏମିତି ଏକ ବଗିଚା ଯାହା ଦେଖିଲେ ଆପଣ ହୋଇଯିବେ…

ଭୁବନେଶ୍ୱର : ପ୍ରତ୍ୟକ ମଣିଷର କିଛି ନା କିଛି ସଉକ୍ ରହିଥାଏ । କିନ୍ତୁ ସମସ୍ତେ ନିଜ ସଉକକୁ ପୁରା କରିପାରନ୍ତି ନାହିଁ । ସେ ସମୟର ଅଭାବ ହେଉ କିମ୍ବା ଆନ୍ତରିକତାର ଅଭାବ କୌଣସି ନା କୌଣସି କାରଣ ଏହା ପଛରେ ରହିଥାଏ । କିନ୍ତୁ ଏମିତି ଜଣେ ବ୍ୟକ୍ତିତ୍ୱଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ…

ଯେଉଁଠି ଦିନେ ଅଳିଆ ଆବର୍ଜନା ଭରି ରହିଥିଲା ସେଠାରେ ଏବେ ପୁଷ୍ପଉଦ୍ୟାନ, ଚାନ୍ଦବାଲି ବାବା ଆଖଣ୍ଡଳମଣୀଙ୍କ ପୀଠରେ…

ଚାନ୍ଦବାଲି: ଯେଉଁଠି ଦିନେ ଅଳିଆ ଆବର୍ଜନା ଭରି ରହିଥିଲା, ଏବେ ସେଠି ଭଳିକି ଭଳି ଫୁଲର ସମ୍ଭାର । ପୋଲିସ ଓ ଯୁବକଙ୍କ ପ୍ରଚେଷ୍ଟାରେ ସୃଷ୍ଟି ହୋଇଛି ପୁଷ୍ପ ଉଦ୍ୟାନ । ଚାନ୍ଦବାଲି ବାବା ଆଖଣ୍ଡଳମଣୀଙ୍କ ପୀଠରେ ପାଖାପାଖି ୩୦ ପ୍ରକାରର ଫୁଲ ଗଛ ଲଗାଯାଇଛି । ଏହି ସବୁ ଫୁଲ ବାବା ଆଖଣ୍ଡଳମଣୀଙ୍କ…