ଦୁନିଆର ପ୍ରଥମ ଉଡ଼ନ୍ତା ବାଇକକୁ ଏପରି କରନ୍ତୁ ବୁକିଂ, ନିଅନ୍ତୁ ଆକାଶରେ ଉଡ଼ିବାର ମଜା
ଉଡ଼ନ୍ତା ବାଇକ କୁ ନେଇ ଅପେକ୍ଷା ହେଲା ଅନ୍ତ। ଉଡ଼ାଜାହାଜ ତଥା ପ୍ଲେନ ହିଁ ଆକାଶରେ ଉଡ଼ୁଥିବାର ଆପଣ ଦେଖୁଛନ୍ତି କିନ୍ତୁ ଏହି ରେସ୍ ରେ ଏବେ ବାଇକ ମଧ୍ୟ ସାମିଲ ହେବ। ପୂର୍ବରୁ ଏହାକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି ସତ। କିନ୍ତୁ ଏବେ ଏହାକୁ ଅଫିସିଆଲି ବିକ୍ରି କରିବା ପାଇଁ ଯୋଜନା ବାହାର…