Samsung ର ଟ୍ରାଇ ଫୋଲ୍ଡେବଲ୍ ଫୋନର ଲଞ୍ଚ ଡେଟ୍ କନଫର୍ମ, ଜାଣନ୍ତୁ କ’ଣ ରହିଛି ନାଁ
Samsung ନିକଟରେ ଲଞ୍ଚ ହୋଇଥିବା Galaxy S25 ସିରିଜରେ ତିନିଥର ଫୋଲ୍ଡ ହେଉଥିବା ଏକ ସ୍ମାର୍ଟଫୋନର ଛଲକ ଦେଖାଇଛି । କମ୍ପାନୀର ଏହି ଫୋଲ୍ଡବେଲ୍ ଫୋନ୍ ଏକ ୟୁନିକ୍ ଡିଜାଇନ୍ ସହିତ ଆସିବ । ବର୍ତ୍ତମାନ ଏହି ସ୍ମାର୍ଟଫୋନକୁ ଲଞ୍ଚ ଟାଇମଲାଇନ୍ ସହିତ ନାମ ମଧ୍ୟ ସାମ୍ନାକୁ ଆସିବ । Samsung…