ହୁତୁ ହୁତୁ ହୋଇ ଜଳୁଛି ତିନିକୋଶିଆ ଜଙ୍ଗଲ, ନିଆଁକୁ ଆୟତ୍ତ କରିବା ପାଇଁ ପୁରା ଦମରେ ଲାଗିଛନ୍ତି ବନ ବିଭାଗ ସହ…
ବାଲେଶ୍ବର: ହୁତୁ ହୁତୁ ହୋଇ ଜଳୁଛି ତିନିକୋଶିଆ ଜଙ୍ଗଲ। ନୀଳଗିରି ବନ ବିଭାଗ ଅଧିନ ସଜନାଗଡ଼ ନିକଟ ତିନିକୋଶିଆ ଜଙ୍ଗଲରେ ଆଜି ସନ୍ଧ୍ୟାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି ।
ଘଞ୍ଚ ଜଙ୍ଗଲ ଭିତରେ କିଭଳି ନିଆଁ ଲାଗିଛି ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ନଥିବା ବେଳେ ଏଭଳି ନିଆଁ ଦ୍ଵାରା…