କରଞ୍ଜିଆ ବନଖଣ୍ଡରେ ଜଳୁଛି ଜଙ୍ଗଲ, ଆୟତ୍ତ କରିପାରୁନାହିଁ ଅଗ୍ନିଶମ ବିଭାଗ

ଜଳୁଛି ଜଙ୍ଗଲ । ଏକର ଏକର ଜଙ୍ଗଲରେ ଲାଗିଛି ନିଆଁ ।

କରଞ୍ଜିଆ (କେନ୍ୟୁଜ): ଜଳୁଛି ଜଙ୍ଗଲ । ଏକର ଏକର ଜଙ୍ଗଲରେ ଲାଗିଛି ନିଆଁ । କରଞ୍ଜିଆ ବନଖଣ୍ଡ ସରଭାଡ଼ି ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି । ବନବିଭାଗ କର୍ମଚାରୀଙ୍କ ଉଦ୍ୟମ ସତ୍ତ୍ୱେ ବି ନିଆଁକୁ ଆୟତ୍ତ କରାଯାପାରିନାହଁ । ଗତ କିଛିଦିନ ହେବ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ରେଞ୍ଜ ଅଞ୍ଚଳରେ ନିଆଁ ଲାଗିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.