Browsing Tag

fourth phase election

ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ, ସନ୍ଧ୍ୟା ୫ଟା ସୁଦ୍ଧା ୬୬ % ଭୋଟିଂ

ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ୬ଟି ଲୋକସଭା ଓ ୪୧ ବିଧାନସଭା ଆସନରେ ସରିଛି ଭୋଟିଂ। ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୬% ମତଦାନ ହୋଇଛି। ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ୬୬ ପ୍ରତିଶତ, ଭଦ୍ରକ ୬୮, ବାଲେଶ୍ୱରରେ ୬୪, ଯାଜପୁର ୬୫, କେନ୍ଦ୍ରାପଡ଼ା ୬୫ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ୬୪…

୧୦ଟି ରାଜ୍ୟରେ ୭୧ଟି ଆସନରେ କାଲି ଭୋଟ୍‌, ଫୋକସରେ ବେଗୁସରାଇ ପ୍ରାର୍ଥୀ କହ୍ନେୟା କୁମାର

ଆସନ୍ତାକାଲି ଦେଶର ୧୦ଟି ରାଜ୍ୟରେ ନିର୍ବାଚନ ହେଉଛି। ୭୧ଟି ଆସନ ପାଇଁ ଭୋଟ ଦେବେ ମତଦାତା। ରଙ୍ଗିଲା ଗାର୍ଲ ଉର୍ମିଳାଙ୍କଠାରୁ ଆରମ୍ଭ କରି ଶତାବ୍ଦଦୀ ରୟ, ମୁନମୁନ ସେନ ଓ ବାବୁଲ ସୁପ୍ରିୟୋଙ୍କ ଭାଗ୍ୟ ପରୀକ୍ଷା ହେବ। ଏହାସହ ଏହି ପର‌୍ୟ୍ୟାୟରେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ…

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ଲଢ଼େଇ, ୩୮୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୫ ଲକ୍ଷରୁ ଅଧିକ ଭୋଟର୍‌

ମତଦାନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି ପୋଲିଂ ଅଧିକାରୀ। ସାଙ୍ଗରେ ନେଇଛନ୍ତି ଇଭିଏମ୍‌, ଭିଭିପାଟ୍‌ ଓ ଭୋଟିଂ ସରଞ୍ଜାମ। ଚତୁର୍ଥ ପର୍ଯ୍ୟାୟ ଭୋଟ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୬ ଲୋକସଭା ଓ ୪୧ ବିଧାନସଭା ଆସନରେ ଭୋଟ ପଡ଼ିବ। ମୈଦାନରେ ଅଛନ୍ତି ୩୮୮ ପ୍ରାର୍ଥୀ। ଲୋକସଭା ଆସନରେ ୫୨ ଜଣ…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଘମାଘୋଟ୍‌ ପ୍ରଚାର, ପ୍ରାର୍ଥୀଙ୍କ ସହ ଷ୍ଟାର କ୍ୟାମ୍ପେନର ଶୋଭାଯାତ୍ରା ଓ…

କେନ୍ୟୁଜ୍ : ରାଜ୍ୟରେ ତିନିଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଘମାଘୋଟ୍‌ ପ୍ରଚାର । କମ୍ପୁଛି ପ୍ରଚାର ମଇଦାନ। ପ୍ରାର୍ଥୀଙ୍କ ସହ ଷ୍ଟାର କ୍ୟାମ୍ପେନର ସଭା, ଶୋଭାଯାତ୍ରା ଓ ରୋଡ ସୋରେ ଭୋଟରଙ୍କୁ ଭୋଟ ମାଗୁଛନ୍ତି । ଆସନ୍ତା ୨୯ ତାରିଖରେ…

ବାଲେଶ୍ୱରର ଭୋଗରାଇ ଓ ଜଳେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ନବୀନ

କେନ୍ୟୁଜ୍ : ଚତୁର୍ଥ ପର୍ଯ୍ୟାୟ ପାଇଁ ବିଜେଡି ସୁପ୍ରିମୋଙ୍କ ତୋଫାନୀ ପ୍ରଚାର । ବାଲେଶ୍ୱର ଜିଲ୍ଲା ଭୋଗରାଇ ଓ ଜଳେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ନବୀନ । କହିଛନ୍ତି ଇଲେକ୍ସନ ହେଲା ପ୍ରଧାନମନ୍ତ୍ରୀ ଆସିଗଲେ । ନିର୍ବାଚନ ଆସିଲେ ବିଜେପି ନେତାଙ୍କ ଓଡ଼ିଶା…

ଚତୁର୍ଥ ପର୍ଯ୍ୟାୟ ଲଢ଼େଇ ପାଇଁ ଦୁଲୁକୁଛି ପ୍ରଚାର ମୈଦାନ, ଫୋକସରେ ରହିଛି କେନ୍ଦ୍ରାପଡ଼ା ଆସନ

କେନ୍ୟୁଜ୍: ଚତୁର୍ଥ ପର୍ଯ୍ୟାୟ ଲଢ଼େଇ ପାଇଁ ଦୁଲୁକୁଛି ପ୍ରଚାର ମୈଦାନ। ବିଶେଷକରି ଫୋକସରେ ରହିଛି କେନ୍ଦ୍ରାପଡ଼ା ଆସନ। ଏଠାରେ ବିଜେଡି, କଂଗ୍ରେସ ଓ ବିଜେପି ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି। ଚାଲିଛି ହାଇଭୋଲଟେଜ୍‌ କ୍ୟାମ୍ପେନ୍‌। କେଉଁଠି ରୋଡ୍‌ ସୋ ତ ଆଉ କେଉଁଠି ନିର୍ବାଚନ ସଭା କରି ଭୋଟ…