ରାସନକାର୍ଡଧାରୀଙ୍କୁ ହୋଲି ପୂର୍ବରୁ ମିଳିବ ଖୁସି ଖବର, ଫେବୃୟାରୀରେ ମିଳିବ ଦୁଇଗୁଣା ରାସନ
ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ନ୍ୟାସନାଲ ଫୁଡ୍ ସିକ୍ୟୁରିଟୀ ଆକ୍ଟ ବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅନୁଯାୟୀ, ସରକାରଙ୍କ ଠାରୁ ମାଗଣା ରାସନ ନେଉଛନ୍ତି ତାହେଲେ ଆମର ଏ ଖବର ଶୁଣିବା ପରେ ଆପଣ ନିଶ୍ଚିତ ଭାବେ ଖୁସି ହୋଇଯିବେ । ସାରା ଦେଶରେ ୮୦ କୋଟି ଲୋକଙ୍କୁ…