Browsing Tag

freedom fighter sarada ray

ସ୍ୱାଧିନତା ସଂଗ୍ରାମୀ ସାରଦା ପ୍ରସାଦ ରାୟଙ୍କ ୯୯ବର୍ଷ ବୟସରେ ପରଲୋକ

ବାସୁଦେବପୁର(କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଆରୁହା ପଂଚାୟତ ତୁଳମତୁଳା ଗ୍ରାମର ସ୍ୱାଧିନତା ସଂଗ୍ରାମୀ ସାରଦା ପ୍ରସାଦ ରାୟଙ୍କ ଦେହାନ୍ତ । ମୃତ୍ଯୁ ବେଳକୁ ତାଙ୍କୁ ୯୯ବର୍ଷ ହୋଇଥିଲା। ସ୍ୱର୍ଗତ ରାୟ ଦୀର୍ଘ ଦିନ ଧରି ଶର୍ଯ୍ଯାଶାୟୀ ହୋଇଯାଇଥିବା ବେଳେ ଗତକାଲି ଅପରାହ୍ନରେ…

ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବେ ବାସୁଦେବପୁରର ସ୍ୱାଧୀନତା ସଂଗ୍ରାମୀ ସାରଦା ପ୍ରସାଦ ରାୟ

ବାସୁଦେବପୁର : ଆସନ୍ତାକାଲି କ୍ରାନ୍ତି ଦିବସ ଅବସରରେ ସମ୍ବର୍ଦ୍ଧିତ ହେବେ ଓଡ଼ିଶାର ଆଉ ଜଣେ ସ୍ୱାଧୀନତା ସଂଗ୍ରାମୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଆରୁହା ପଞ୍ଚାୟତ ତୁଳମତୁଳା ଗାଁର ସାରଦା ପ୍ରସାଦ ରାୟ । ରାଷ୍ଟ୍ରପତିଙ୍କ ଦ୍ୱାରା ସେ ସମ୍ମାନିତ ହେବେ। ଏହି ଖବର ଜଣାପଡ଼ିବା ପରେ ସାରା…