Below header
Browsing Tag

french president emmanuel macron

ମୋଦିଙ୍କ ସହିତ ସେଲଫି ନେଲେ ଫ୍ରାନ୍ସ ରାଷ୍ଟ୍ରପତି, Xରେ ପୋଷ୍ଟ କଲେ ଫଟୋ

ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ ଭାରତକୁ ଦୁଇ ଦିବସୀୟ ରାଜକୀୟ ଗସ୍ତରେ ଆସିଛନ୍ତି । ଭାରତର ୭୫ତମ ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏକ ସେଲଫି ଫଟୋ ପୋଷ୍ଟ କରିଛନ୍ତି…

ଜୟପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ୍‌ଙ୍କ ରୋଡ୍‌ ଶୋ’ ଆରମ୍ଭ

ଦୁଇ ଦିନିଆ ଭାରତ ଗସ୍ତ ଅଧୀନରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଗୁରୁବାର ଜୟପୁରରେ ପହଞ୍ଚିଛନ୍ତି । ତାଙ୍କୁ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର, ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଓ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ସ୍ୱାଗତ କରିଥିଲେ । ମାକ୍ରୋନ୍‌ ଚଳିତ ବର୍ଷ ସାଧାରଣତନ୍ତ୍ର…

ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହୋଇପାରନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌

ଏଥର ଭାରତର ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇପାରନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌। ପିଟିଆଇ ମୁତାବକ, ଏ ନେଇ ମାକ୍ରୋନଙ୍କୁ ଔପଚାରିକ ଭାବେ ନିମନ୍ତ୍ରଣ ପଠାଇଛି ଭାରତ। ଏହାପୂର୍ବରୁ କେନ୍ଦ୍ର ସରକାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ…

ଦ୍ୱିତୀୟ ଥର ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ହେଲେ ଇମାନୁଏଲ ମାକ୍ରନ, ଲେ ପେନଙ୍କୁ କଲେ ପରାସ୍ତ

ଫ୍ରାନ୍ସ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି ମାକ୍ରନ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ନିର୍ବାଚନରେ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଦକ୍ଷିଣପନ୍ଥୀ ନେତ୍ରୀ ଲି ପେନଙ୍କ ସହ ତାଙ୍କର ସିଧାସଳଖ ପ୍ରତିନ୍ଦ୍ୱନ୍ଦୀତା ହୋଇଥିଲା । ଦୁଇଟି ପର୍ଯ୍ୟାୟରେ…

VIDEO: ଲୋକଙ୍କ ହାଲଚାଲ ବୁଝିବାକୁ ଯାଇଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ବ୍ୟକ୍ତି ମାରିଲେ ଶକ୍ତ…

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଜଣେ ବ୍ୟକ୍ତି ଶକ୍ତ ଚାପୁଡ଼ା ମାରିଛନ୍ତି। ଦକ୍ଷିଣ ପୂର୍ବ ଫ୍ରାନ୍ସର ଦ୍ରୋମ ଅଞ୍ଚଳରେ ରାଷ୍ଟ୍ରପତି ଜନତାଙ୍କୁ ଭେଟିବା ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଚାପୁଡ଼ା ମାରିଥିଲେ। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି।…

କରୋନା କବ୍‌ଜାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌, ପ୍ରେସିଡେନ୍ସିଆଲ ପ୍ୟାଲେସ୍‌ ଜାରି କଲା ସୂଚନା

କରୋନା ଭାଇରସ୍‌ ସଂକ୍ରମଣ ଏବେ ବି ସାରା ବିଶ୍ୱରେ ଜାରି ରହିଛି। ଏବେ ଏହି ଭାଇରସ୍‌ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ମଧ୍ୟ ନିଜ କବ୍‌ଜାକୁ ନେଇଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଷ୍ଟ୍ରପତି କୋଭିଡ୍‌ ପଜିଟିଭ୍‌ ହୋଇଥିବା ନେଇ ଫ୍ରାନ୍ସର…