Browsing Tag

frog

ବେଙ୍ଗ ବିଷରେ ରହିଛି ଖାସ୍ ଗୁଣ, ମଣିଷର ରୋଗକୁ କମାଇବାରେ କରେ ସାହାଯ୍ୟ

ପ୍ରକୃତିର ଏକ ଖାସ୍ ପ୍ରାଣୀ ହେଉଛି ବେଙ୍ଗ । କିଛି ବେଙ୍ଗ ବିଷାକ୍ତ ହୋଇଥିବାବେଳେ କିଛି ବେଙ୍ଗଙ୍କ ମଧ୍ୟରେ ବିଷ ନଥାଏ । ତେବେ ବେଙ୍ଗର ବିଷ ବହୁତ କାମରେ ଆସିଥାଏ । ଯାହା ଅନେକ ରୋଗକୁ ଠିକ୍ କରିବାରେ ସହାୟକ ହୋଇଥାଏ । ବିଭିନ୍ନ ପ୍ରକାରର ବେଙ୍ଗର ବିଷରେ ବିଭିନ୍ନ ପ୍ରକାରର ବିଷାକ୍ତ…

ଖୁସିରେ ନୁଡୁଲ୍ସ ଖାଉଥିଲେ ଯୁବକ, ଖାଦ୍ୟ ଭିତରୁ ଡେଇଁଲା ଜିଅନ୍ତା ବେଙ୍ଗ!

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଖାଦ୍ୟରୁ ଜିଅନ୍ତା ବେଙ୍ଗ ବାହାରୁଛି। ଏହି ପୂରା ଘଟଣା ଜାପାନର କୌଣସି ରେଷ୍ଟୁରାଣ୍ଟର ବୋଲି କୁହାଯାଉଛି। ଏଠାରେ ପହଞ୍ଚି ଜଣେ ବ୍ୟକ୍ତି ନୁଡୁଲ୍ସ ଅର୍ଡର କରିଥିଲେ। ନୁଡୁଲ୍ସ ଆସିବା ପରେ ସେ ତୁରନ୍ତ…

ଦୁନିଆର ଏପରି ଏକ ଅଦ୍ଭୁତ ଦେଶ, ଯେଉଁଠି ବେଙ୍ଗକୁ ଗାଡି ଚକା ତଳୁ ବଞ୍ଚାଇବା ପାଇଁ ରାସ୍ତା ପାର କରାନ୍ତି ଲୋକେ

ଜର୍ମାନୀର ପୂର୍ବ ରାଜଧାନୀ ବର୍ନ ସହରରେ ଏକ ଅଜବ ନିୟମ ରହିଛି। ଥଣ୍ଡା ଦିନରେ ଆପଣ ଯଦି ବର୍ନ ସହରରେ ପହଞ୍ଚିଯିବେ, ତେବେ ଦେଖିବେ ଅଧିକାଂଶ ଲୋକ ସଡକରେ ବେଙ୍ଗକୁ ରାସ୍ତା ପାର କରାଉଥିବେ। ବର୍ନରେ ଯେତେବେଳେ ଦିନରେ  ଗରମ ବଢିଥାଏ, ସେତେବେଳେ ବେଙ୍ଗ ବାହାରି ଏଣେତେଣେ ବୁଲିବାକୁ ଆରମ୍ଭ…

Viral Video: ରାତିରେ ଚମକୁଛି ଏହି ବେଙ୍ଗ, ଜାଣନ୍ତୁ କାହିଁକି ?

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡ଼ିଓ ଭାଇରଲ ହୋଇଥାଏ, ଯାହାକି ଆମକୁ ଚମକାଇ ଦିଏ। ଏବେ ପୁଣି ଇଣ୍ଟରନେଟରେ ଛାଇଯାଇଥିବା ଏକ ଭିଡ଼ିଓକୁ ନେଇ ଖୁବ ଚର୍ଚ୍ଚା ହେଉଛି। ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଏକ ବେଙ୍ଗ ଯେତେବେଳେ ଜୁଳୁଜୁଳିଆ ପୋକକୁ ଖାଇଦେଉଛି, ସେତେବେଳେ ତା'ର ଆଲୁଅ ବେଙ୍ଗ…

ବର୍ଷା ପାଇଁ ବେଙ୍ଗ ସହ ଚେଙ୍ଗର ବାହାଘର

ନୂଆପଡା : ନୂଆପଡା ଜିଲ୍ଲାରେ ଚଳିତବର୍ଷ ବର୍ଷାର ଅଭାବ ଦେଖାଦେଇଛି । ଚାଷୀ ବେଉଷଣ କାମ ଆରମ୍ଭ କରିପାରୁନାହାନ୍ତି । ତେଣୁ ଖଡିଆଳ ବ୍ଲକ୍‌ ବ୍ରାହ୍ମଣପଡା ଗ୍ରାମବାସୀ କରାଇଛନ୍ତି ବେଙ୍ଗ-ଚେଙ୍ଗଙ୍କ ବାହାଘର । ବେଙ୍ଗ ଓ ଚେଙ୍ଗଙ୍କ ବାହାଘର କରାଇଲେ ଇନ୍ଦ୍ରଦେବତା ପ୍ରସନ୍ନ ହୁଅନ୍ତି ଓ ଭଲ ବର୍ଷା…