Browsing Tag

fruit shopkeepers cheated

ରାଜଧାନୀର ଫଳ ଦୋକାନୀଙ୍କୁ ଠକିଲା କର୍ଣ୍ଣାଟକ କମ୍ପାନୀ, ଚୁନା ଲଗାଇଦେଲା ୧.୭୧ ଲକ୍ଷ

ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱର ଫଳ ଦୋକାନୀଙ୍କୁ ଠକିଲା କର୍ଣ୍ଣାଟକର ଜାଲ୍‌ କମ୍ପାନୀ। ହୋଲସେଲରେ ଫଳ ଯୋଗାଇବା ବାହାନାରେ ବ୍ୟବସାୟୀ ଅରୁଣ ସ୍ୱାଇଁଙ୍କ ଠାରୁ ଏକ ଲକ୍ଷ ୭୧ହଜାର ଟଙ୍କାର ଠକେଇ ହୋଇଛି। ଏ ନେଇ ସେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ରିପୋର୍ଟ ମୁତାବକ, କର୍ଣ୍ଣାଟକର…