ଗଞ୍ଜାମ ପରେ ଗଜପତିରେ 5T ସଚିବ, ଡାକ୍ତରଖାନାରେ ପହଞ୍ଚି କଲେ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ
ଗଜପତି (କେନ୍ୟୁଜ): ଗଜପତି ଜିଲ୍ଳାପାଳଙ୍କ ସହ ଫାଇଭ ଟି ସଚିବଙ୍କ ସମୀକ୍ଷା ବୈଠକ । ଜିଲ୍ଲାପାଳଙ୍କ ସଭାଗୃହରେ ବିଭିନ୍ନ ଯୋଜନାର କାର୍ଯ୍ୟକାରୀ ଯୋଜନା ଉପରେ ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ୍ । ଗଞ୍ଜାମ ଗସ୍ତ ପରେ ଗତକାଲି ଗଜପତିରେ ପହଞ୍ଚିଛନ୍ତି 5T ସଚିବ । ପ୍ରବଳ…