Browsing Tag

Gajapati Maharaj

ଇସ୍କନ ଗଭର୍ଣ୍ଣିଂ ବଡ଼ି କମିଶନଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ

ଭୁବନେଶ୍ୱର : ଇସ୍କନ ଗଭର୍ଣ୍ଣିଂ ବଡ଼ି କମିଶନଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ । ଇସ୍କନର ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଚିଠି । ସ୍ନାନଯାତ୍ରା ଓ ରଥଯାତ୍ରା ଶାସ୍ତ୍ରାନୁମୋଦିତ ତିଥିରେ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଦେଶ ବାହାରେ…

ଦୀଘା ଜଗନ୍ନାଥ ମନ୍ଦିର ‘ ଜଗନ୍ନାଥ ଧାମ ନୁହେଁ’: ପ୍ରେସ ରିଲିଜ ଜାରି କରି ସ୍ପଷ୍ଟ କଲେ ଗଜପତି ମହାରାଜ

ଦୀଘାରେ ଜଗନ୍ନାଥ ଧାମ ନାଁକୁ ନେଇ ବିବାଦ ପ୍ରସଙ୍ଗ ।  ଆସିଲା ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ସ୍ପଷ୍ଟୀକରଣ ।  ଦୀଘା ଜଗନ୍ନାଥ ମନ୍ଦିର ‘ ଜଗନ୍ନାଥଧାମ ନୁହେଁ’।  ପ୍ରେସ ରିଲିଜ ଜାରି କରି ସ୍ପଷ୍ଟ କଲେ ଗଜପତି ମହାରାଜ।  ମୁକ୍ତିମଣ୍ଡପ ପଣ୍ଡିତ ସଭା ମଧ୍ୟ ତଦନୁସାରେ ମତ ଦେଇଛନ୍ତି ।…

ପୁରୀ ବେଳାଭୂମିରେ ଯୁଦ୍ଧ ଜାହାଜ: ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ ନିମନ୍ତ୍ରଣ, ସାମିଲ ହେବେ ରାଷ୍ଟ୍ରପତି

ପୁରୀ: ପୁରୀ ବେଳାଭୂମିରେ ଯୁଦ୍ଧଭୂମିର ଭ୍ରମ । ଯୁଦ୍ଧ ଜାହାଜ, ଟାଙ୍କ ଓ ହେଲିକପ୍ ଟର ଗର୍ଜରେ କମ୍ପୁଛି ବେଳାଭୂମି । ଡିସେମ୍ବର ୪ ତାରିଖରେ ପୁରୀ ବେଳାଭୂମିରେ ନୌସେନା ଦିବସ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି। ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ ନିମନ୍ତ୍ରଣ କରାଯାଇଛି । ଗଜପତିଙ୍କୁ…

ଇସ୍କନର ଅଦିନିଆ ରଥଯାତ୍ରା ଘଟଣା, ବହୁତ ହୋଇଗଲା ଆଉ ବରଦାସ୍ତ କରାଯିବନି : ଗଜପତି ମହାରାଜ

ଇସ୍କନର ଅଦିନିଆ ରଥଯାତ୍ରା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କଲେ ଗଜପତି ମହାରାଜ ଦିବ୍ୟିସଂଦ ହେବ । ସାମ୍ବାଦିକ ସମ୍ମିଳନୀ ଜରିଆରେ ଇସ୍କନଙ୍କୁ ଦେଇଛନ୍ତି କଡ଼ା ଚେତାବନୀ । କହିଲେ, ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି । ମାର୍ଚ୍ଚ ପର୍ଯ୍ୟନ୍ତ ଇସ୍କନକୁ ସମୟ ଦେଇଛନ୍ତି ଗଜପତି । ସାମ୍ବାଦିକ…

ପୁଣି ସ୍ନାନବେଦୀରେ ଗଜପତିଙ୍କ ବଦଳରେ ମୁଦିରସ୍ତ କରିବେ ଛେରା ପହଁରା, ଜାଣନ୍ତୁ ଏହି ମୁଦିରସ୍ତଙ୍କ ସମ୍ପର୍କରେ

ମୁଦିରସ୍ତ ବା ମୁଦିରଥ, ଏହି ନାଁଟି ଜଗନ୍ନାଥ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ। କାରଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ଠାକୁର ରାଜା ଗଜପତିଙ୍କ ପ୍ରତିନିଧି ହେଉଛନ୍ତି ମୁଦିରସ୍ତ। ଯେଉଁସବୁ ସ୍ଥାନରେ ଗଜପତି ଉପସ୍ଥିତ ରହି ପାରନ୍ତି ନାହିଁ, ସେଠାରେ ଏହି ସେବକ ହିଁ ଗଜପତିଙ୍କ ସମସ୍ତ…

ସମଗ୍ର ବିଶ୍ୱରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରୀକ୍ଷେତ୍ର ମନ୍ଦିର ଢାଞ୍ଚାରେ ନୀତିକାନ୍ତି କରିବାକୁ ପରାମର୍ଶ ଦେଲେ…

ପୁରୀ(କେନ୍ୟୁଜ୍‌): ଓଡ଼ିଆ ସମାଜ ଆସୋସିଏସନ ନାଇଜେରିଆ, ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ଏବଂ ସଭା ଆନୁକୂଲ୍ଯର ପ୍ରଚେଷ୍ଟାରେ ଏକ ଅନଲାଇନ ୱେବିନାର ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ଦିବ୍ଯସିଂହ ଦେବ ଯୋଗ ଦେଇ ସମଗ୍ର ବିଶ୍ୱରେ ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ମୂଳପୀଠ…

ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ ନିଷ୍ପତ୍ତିକୁ ଆନ୍ତରିକତାର ସହ ପାଳନ କରନ୍ତୁ: ଗଜପତି ମହାରାଜ…

ପୁରୀ: ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ ନିଷ୍ପତ୍ତିକୁ ଆନ୍ତରିକତାର ସହ ପାଳନ କରନ୍ତୁ ସମସ୍ତ ଜନସାଧାରଣ । ଏନେଇ ନିବେଦନ କରିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ । କରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି…