୧୮ରୁ ପୁଣି ଅସ୍ତବ୍ୟସ୍ତ କରିବ ଗ୍ରୀଷ୍ମ ଲହରୀ, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର
ଭୁବନେଶ୍ୱର (କେନ୍ୟୁଜ): ପୁଣି ଆଜିଠୁ ବଢ଼ିବ ତାତି । ୧୮ରୁ ପୁଣି ଅସ୍ତବ୍ୟସ୍ତ କରିବ ଗ୍ରୀଷ୍ମ ଲହରୀ । ରାଜ୍ୟରେ ଗ୍ରୀଷ୍ମଲହରୀ ନେଇ ୧୮ତାରିଖରୁ ଚେତାବନୀ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ରାଜ୍ୟ ମଧ୍ୟକୁ ଉଭୟ ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ଏବଂ ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ ବାୟୁମଣ୍ଡଳର ନିମ୍ନ ଭାଗରେ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ୨ ୪ ଘଣ୍ଟା ପରେ…
Read More...