ହତ୍ୟା ମାମଲାରେ ଅଫଜାଲ୍ ଅନସାରୀଙ୍କୁ ବଡ଼ ଆଶ୍ୱସ୍ତି, ୪ ବର୍ଷର ଜେଲ୍ ଦଣ୍ଡକୁ ରଦ୍ଦ କଲେ ଆହ୍ଲାବାଦ ହାଇକୋର୍ଟ
ଉତ୍ତର ପ୍ରଦେଶର ଗାଜିପୁରରୁ ସମାଜବାଦୀ ପାର୍ଟି ସାଂସଦ ଅଫଜାଲ ଅନସାରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଗାଜିପୁରର ଏମ୍ପି-ଏମ୍ଏଲ୍ଏ କୋର୍ଟ ଦେଇଥିବା ୪ ବର୍ଷର ଜେଲ୍ ଦଣ୍ଡକୁ ଆହ୍ଲାବାଦ ହାଇକୋର୍ଟ ରଦ୍ଦ କରିଛନ୍ତି । କୃଷ୍ଣାନନ୍ଦ ରାୟ ହତ୍ୟାକାଣ୍ଡରେ ଗତ ବର୍ଷ ଏପ୍ରିଲରେ ଗ୍ୟାଙ୍ଗଷ୍ଟର…