Browsing Tag

ganja seize

ପିଛା କରୁଥିବା ଅବକାରୀ ବିଭାଗ ଗାଡ଼ିକୁ ଦେଖି ଭାରସାମ୍ୟ ହରାଇ ଓଲଟିଲା ଗଞ୍ଜେଇ ଭର୍ତି ପିକ୍ଅପ୍ ଭ୍ୟାନ୍, ଜଣେ ଅଟକ

ଭଞ୍ଜନଗର (କେନ୍ୟୁଜ୍): ଓଲଟିଲା ଗଞ୍ଜେଇ ଭର୍ତି ପିକ୍ଅପ୍ ଭ୍ୟାନ୍।  ପିଛା କରୁଥିବା ଅବକାରୀ ବିଭାଗ ଗାଡ଼ିକୁ ଦେଖି  ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଭାରସାମ୍ୟ ହରାଇ  ରାସ୍ତାକଡକୁ ଓଲଟି ପଡିଲା ଗଞ୍ଜେଇ ଭର୍ତି ପିକ୍ଅପ୍ ଭ୍ୟାନ୍ ।ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗାଁ…