କୋରାପୁଟ: ପିଚୁ ଟ୍ୟାଙ୍କର ଅଦା ବୋଝେଇ ଟ୍ରକ୍ରେ ଚାଲାଣ ହେଉଥିଲା ଗଞ୍ଜେଇ, ମାଡ଼ିବସିଲା ପୋଲିସ
କୋରାପୁଟ(କେନ୍ୟୁଜ୍): କୋରାପୁଟ ଟାଉନ ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରା ଚାଲାଣ କରାଯାଉଥିବା ବେଳେ ୧୭ କ୍ବିଣ୍ଟାଲ ୫୨ କେଜି ଗଞ୍ଜେଇ ସହ ୧୦ ଚକିଆ ଟ୍ରକ ଜବତ ଓ ୮ ଜଣକୁ ଗିରଫ କରିଛି ପୋଲିସ। ଏଥିସହ ଗଞ୍ଜେଇ ଗାଡିକୁ ପାରି କରାଇବା ସକାଶେ ବ୍ୟବହୃତ ୩ଟି ଗାଡିକୁ ମଧ୍ୟ ଜବତ କରିଛି ପୋଲିସ।…