Below header
Browsing Tag

ganja tree seized

କନ୍ଧମାଳର ବିଭିନ୍ନ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ, ୧୫ କୋଟିର ଗଞ୍ଜେଇ ଗଛ ନଷ୍ଟ

ଫୁଲବାଣୀ(କେନ୍ଯୁଜ୍): ୧୫ କୋଟିର ଗଞ୍ଜେଇ ଗଛ ନଷ୍ଟ। କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଗଞ୍ଜେଇ କଟା ଅଭିଯାନ ଜାରି ରହିଛି। ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ସଦର ଥାନା ଦୁଡ୍‌କି ଗ୍ରାମପଞ୍ଚାୟତର ବ୍ରାଡିପଦା, ହାତିମେଶା ଓ ବିଲବାଡି ଗାଁର ୧୫୨ ଏକର ଜମିରେ ଲାଗିଥିବା ବେଆଇନ…

କୋଡିଏ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ ଜବତ

ନୟାଗଡ଼(କେନ୍ୟୁଜ୍) : ଗଞ୍ଜେଇ ଗଛ ଜବତ। ନୟାଗଡ଼ ଗଣିଆ ବ୍ଲକ ବଡ଼ ସିଲିଙ୍ଗ ପଂଚାୟତର ସାନପେରି, ବଡ଼ପାଯୁ ଅଂଚଳରେ ଚଢାଉ କରି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ପ୍ରାୟ ଦୁଇ ଏକର ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛଗୁଡିକୁ ଓପାଡି ପୋଡ଼ି ଦିଆଯାଇଛି। ଏସ୍‌ପିଙ୍କ ନିର୍ଦ୍ଦେଶ ଅନୁସାରେ ଖଣ୍ଡପଡ଼ା…