Browsing Tag

ganjam accident

ବାଇକ ସହ ଭ୍ୟାନ୍ ମୁହାଁମୁହିଁ ଧକ୍କା: ପରିବାରର ୩ଜଣଙ୍କ ମୃତ୍ଯୁ, ଆଖିବୁଜିଲେ ବାପା ଓ ଦୁଇ ଝିଅ

ଭଞ୍ଜନଗର(କେନ୍ୟୁଜ୍): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ମୃତ। ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଯାଇଛି । ବାପା, ଦୁଇ ଝିଅ ଆଖିବୁଜିଛନ୍ତି । ଦୁର୍ଘଟଣାରେ ନାତି ଗୁରୁତର ରହିଛି । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇନ୍ଧନପୁରରେ ବାଇକ ସହ ଭ୍ୟାନର ମୁହାଁମୁହିଁ ଧକ୍କା ହୋଇଛି। ବାଇକରେ…

ଗଞ୍ଜାମ: ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଲା ସ୍ସିରିଟ୍ ଭର୍ତ୍ତି ଟ୍ୟାଙ୍କର, ବଡ଼ ଅଘଟଣରୁ ବର୍ତ୍ତିଗଲା…

ଭଞ୍ଜନଗର(କେନ୍ୟୁଜ୍):   ରାସ୍ତାକଡକୁ ଓଲଟିଲା ସ୍ସିରିଟ୍ ଭର୍ତ୍ତି ଟ୍ୟାଙ୍କର । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ  ଗୋବରା – ଷଢଙ୍ଗୀପଲ୍ଲୀ ଗାଁ ନିକଟ ମୁଖ୍ୟରାସ୍ତା କଡ଼ରେ ଘଟିଛି ଏଭଳି ଘଟଣା । ବୌଦ୍ଧରୁ ସ୍ପିରିଟ୍ ନେଇ ଆସିକା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ…

ଭାରସାମ୍ୟ ହରାଇ ଓଲଟିଲା ମାଲ ବୋଝେଇ ଟ୍ରକ୍, ଚାପି ହୋଇ ବାଇକ୍ ଆରୋହୀ ମୃତ

ଗଞ୍ଜାମ: ଭାରସାମ୍ୟ ହରାଇ ଓଲଟିଲା ମାଲ ବୋଝେଇ ଟ୍ରକ। ଟ୍ରକ ତଳେ ଚାପି ହୋଇ ମୋଟର ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୋଟର ସାଇକେଲ ପଛପଟେ ବସିଥିବା ନାତୁଣୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଗାଙ୍ଗପୁର ପେଟ୍ରୋଲ ଟାଙ୍କି ସମ୍ମୁଖରେ ଏହି ଦୁର୍ଘଟଣା…

ଗଞ୍ଜାମ ବାଙ୍କେଶ୍ୱରୀ ଘାଟିରେ ଓଲଟିଲା ପିକଅପ୍‌ ଭ୍ୟାନ୍, ୨୦ଆହତ

ବ୍ରହ୍ମପୁର: ଘାଟିରେ ଓଲଟିଲା ପିକଅପ୍‌ ଭ୍ୟାନ୍‌। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଙ୍କେଶ୍ୱରୀ ଘାଟିରେ ପିକଅପ୍‌ ଭ୍ୟାନ୍‌ ଓଲଟି ୨୦ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମାଆଙ୍କ ଦର୍ଶନ ପାଇଁ ଯାଉଥିବାବେଳେ ଦୁର୍ଘଟଣା…