Browsing Tag

GAZIABAD ACCIDENT

ଭୁଶୁଡି ପଡିଲା ୩ ମହଲା ଘର: ୩ ମୃତ, ଅନେକ ଦବିଥିବା ଆଶଙ୍କା

ଦିଲ୍ଲୀ ଗାଜିଆବାଦ ଅଞ୍ଚଳରେ ଗଳିପଡିଲା ୩ ମହଲା ବିଲିଡିଂ । ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ମାଟିତଳେ ଅନେକ ଫସିଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଅଞ୍ଚଳରେ…

ପଚିଶ ମହଲାରୁ ପଡ଼ି ଦୁଇ ଯାଆଁଳା ଭାଇ ମୃତ, ପୋଲିସର ତଦନ୍ତ ଜାରି

ଉତ୍ତରପ୍ରଦେଶର ଗାଜିଆବାଦ ସହରରେ ଶନିବାର ରାତିରେ ଏକ ଦୁଃଖଦାୟକ ଘଟଣା ଘଟିଯାଇଛି ।  ଗାଜିଆବାଦର ବିଜୟ ନଗର ଅଂଚଳ ସ୍ଥିତ ଏକ ସୋସାଇଟିର ୨୫ତମ ଫ୍ଲାଟରୁ ପଡି ଦୁଇ ଯାଆଁଳା ଭାଇଙ୍କର ମୃତ୍ୟୁ ହୋଇଥବା ନେଇ ସୂଚନା ମିଳିଛି ।  ଘଟଣାସ୍ଥଳରେ ପୋଲିସ ପହଂଚି ଦୁହିଁଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ…