Browsing Tag

general knowledge

ଏହି ନଦୀର ଗଭୀରତାରେ ବୁଡ଼ିଯିବ ୩ଟି କୁତୁବମିନାର୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଆପଣ କେବେ ଭାବିଛନ୍ତି କି ନଦୀ କେତେ ଗଭୀର? ବୋଧହୁଏ ଏତେ ଅଧିକ ଯେ ଜଣେ ବ୍ୟକ୍ତି ବୁଡ଼ି ଯାଇପାରେ? କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ଗଭୀର ନଦୀ କେଉଁଟି? ଏହି ନଦୀ ଆଫ୍ରିକୀୟ ମହାଦେଶର ସବୁଠାରୁ ଲମ୍ବା ଏବଂ ଗଭୀର ନଦୀ ହେଉଛି କଙ୍ଗୋ ନଦୀ । ଏହି ନଦୀକୁ ଜାୟେର ନଦୀ ମଧ୍ୟ କୁହାଯାଏ…

ସୁନାର ରଙ୍ଗ ହଳଦିଆ କାହିଁକି ହୋଇଥାଏ ? ଜାଣନ୍ତୁ ଏହା ପଛର କାରଣ

ନାରୀର ପ୍ରଥମ ପସନ୍ଦ ହେଉଛି ଅଳଙ୍କାର । ତେବେ ଅଳଙ୍କାର ମଧ୍ୟରେ ସୁନା ହେଉଛି ଏପରି ଏକ ଧାତୁ, ଯାହାକୁ ସମସ୍ତେ ପିନ୍ଧିବାକୁ ପସନ୍ଦ କରନ୍ତି । ଆମେ ସମସ୍ତେ ସୁନାର ହଳଦିଆ ଏବଂ ଉଜ୍ଜ୍ୱଳ ରଙ୍ଗ ପସନ୍ଦ କରୁ। ସମସ୍ତେ ଛୋଟ ଏବଂ ବଡ଼ ସୁନା ଅଳଙ୍କାର ପିନ୍ଧନ୍ତି, କିନ୍ତୁ କେବେ ଚିନ୍ତା କରିଛନ୍ତି…

୧୩ ନମ୍ବରର ରହସ୍ୟ କ’ଣ? ବୈଜ୍ଞାନିକ କହିଲେ ଏହା ପଛର ବିଜ୍ଞାନ ଏବଂ ଅନ୍ଧବିଶ୍ୱାସ

ଶତାବ୍ଦୀ ଧରି ଲୋକଙ୍କ ମଧ୍ୟରେ ୧୩ ନମ୍ବରକୁ ନେଇ ଅନେକ ରହସ୍ୟ, ଆଲୋଚନା ଏବଂ ଅନ୍ଧବିଶ୍ୱାସ ରହିଆସିଛି । ଅନେକ ଲୋକ ଏହାକୁ ଅଶୁଭ ମନେ କରନ୍ତି, ଯେତେବେଳେ କି କେତେକ ଏହାକୁ ନିଜ ଜୀବନରେ ଭାଗ୍ୟବାନ ମନେ କରନ୍ତି, ତେବେ ଏହି ସଂଖ୍ୟାର ପ୍ରକୃତ ରହସ୍ୟ କ’ଣ? ଆସନ୍ତୁ ଜାଣିବା । ପାଶ୍ଚାତ୍ୟ…

ଭାରତର ସର୍ବ ପୁରାତନ ସହର: ଯାହାର ଇତିହାସ ପ୍ରାୟ ୩ ହଜାର ବର୍ଷ ପୁରୁଣା

ଯେତେବେଳେ ବି ଆମେ ଦୁନିଆର ପୁରାତନ ସହର ବିଷୟରେ କଥା ହେଉ ଜେରୁସଲମ ଏବଂ ଏଥେନ୍ସର ନାମ ପ୍ରଥମେ ଆସେ, କିନ୍ତୁ ଆପଣ ଜାଣନ୍ତି କି ଭାରତର ସର୍ବ ପୁରାତନ ସହର ବିଷୟରେ ଜାଣିଛନ୍ତି କି? ସମୃଦ୍ଧ ଇତିହାସ ଏବଂ ସଂସ୍କୃତି ପାଇଁ ଭାରତ ସାରା ବିଶ୍ୱରେ ଜଣାଶୁଣା । ଏଠାରେ ଅନେକ ଐତିହ ସ୍ଥାନ ଅଛି ଯାହା…

କାହିଁକି କର୍ମନାସା ନଦୀକୁ ଶାପିତ କୁହାଯାଏ? ଜାଣନ୍ତୁ ଏହା ସହ ଜଡ଼ିତ କିଛି ରୋଚକ ତଥ୍ୟ

ଗଙ୍ଗା ସମେତ ଭାରତରେ ଏପରି ଅନେକ ନଦୀ ପ୍ରବାହିତ ହୁଏ ଯାହାକୁ ପୂଜନୀୟ ବୋଲି ମନାଯାଏ । ଏହି ନଦୀଗୁଡ଼ିକର ଜଳ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ମଧ୍ୟ ବ୍ୟବହୃତ ହୁଏ । କିନ୍ତୁ ଦେଶରେ ଏପରି ଏକ ନଦୀ ଅଛି ଯାହାର ଜଳକୁ ଲୋକମାନେ ପିଇବା ତ ବହୁତ ଦୂର କଥା ଛୁଇଁବାକୁ ବି ଭୟ କରନ୍ତି । ଏହି ନଦୀର ନାମ…

କାହିଁକି ସମାନ ଆକାରର ହୋଇଥାଏ ବିମାନର ଝରକା ? ଜାଣନ୍ତୁ ଏହାକୁ ଡିଜାଇନ୍‌ କରିବା ପଛରେ ରହିଥିବା କାରଣ

ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ବିମାନର ଝରକା ସବୁବେଳେ ଛୋଟ ଏବଂ ସମାନ ଆକୃତିର କାହିଁକି ହୋଇଥାଏ ? ଏହି ପ୍ରଶ୍ନ ପ୍ରାୟତଃ ସବୁ ଲୋକଙ୍କ ମନରେ ଆସିଥାଏ । ଆପଣ ଯେଉଁ ବିମାନରେ ଯାତ୍ରା କରନ୍ତୁ ନା କାହିଁକି, ସବୁ ବିମାନର ଝରକା ପାଖାପାଖି ଏକା ଭଳି ଦେଖାଯାଏ । ସେଗୁଡ଼ିକୁ ଦେଖିଲା ପରେ,…

ଅନନ୍ୟ ପ୍ରତିଭାର ଅଧିକାରୀ କୁନି ହାଦଭିକ, ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ପାଇଛନ୍ତି ସ୍ଥାନ

କୁନି ବୟସରେ ପାଇଛନ୍ତି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ । ବୟସ ମାତ୍ର ୩ ବର୍ଷ ୬ ମାସ । କୋମଳ ବୟସରେ ଅନନ୍ୟ ପ୍ରତିଭାର ଅଧିକାରୀ । ଯେଉଁ ବୟସରେ ଖେଳକୁଦ କରିବା କଥା ସେହି ବୟସରେ ଏବେ ସାଉଁଟିଛନ୍ତି ଅନେକ ପ୍ରଂଶସା । ଏହି ବୟସରେ ଏପରି ଅନନ୍ୟ ସ୍ମରଣ ଶକ୍ତିର ଅଧିକାରୀ ହେଉଛନ୍ତି କନ୍ଧମାଳ…

ଶବ୍ଦ ଗୋଟିଏ କୋଠରୀରୁ ଅନ୍ୟ କୋଠରୀକୁ ଯାଏ କିନ୍ତୁ ଆଲୋକ ନୁହେଁ, ଏହାର କାରଣ କ’ଣ?

ପ୍ରାୟତଃ ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଶବ୍ଦ ଗୋଟିଏ କୋଠରୀରୁ ଅନ୍ୟ କୋଠରୀକୁ ସହଜରେ ଶୁଣାଯାଇଥାଏ, କିନ୍ତୁ ଆଲୋକ ଯାଏନାହିଁ । ତେବେ ଆପଣ କେବେ ଚିନ୍ତା କରିଛନ୍ତି କି ଏହାର କାରଣ କ’ଣ? ପ୍ରାୟତଃ ଯେତେବେଳେ ଆମେ କିଛି ବ୍ୟକ୍ତିଗତ ବିଷୟରେ କଥାବାର୍ତ୍ତା କରୁ, ଆମେ ଏହାକୁ ଅତି ଧୀରେ…

ପ୍ରତିଦିନ ବ୍ୟବହାର କରୁଥିବା ଏହି ୫ ଜିନିଷର ପୂରା ନାମ ଜାଣି ନାହାଁନ୍ତି ଆପଣ, ଜାଣନ୍ତୁ ଫୁଲଫର୍ମ

ଡେଲିଲାଇଫରେ ଲୋକଙ୍କ ପାଖରେ ଏତେ ସମୟ ନଥାଏ ଯେ ସାଧାରଣ ଜିନିଷ ବିଷୟରେ ଡିଟେଲରେ ଜାଣିବାକୁ। ଯେଉଁ ଜିନିଷ ଯେଉଁ ନାମରେ ପ୍ରସିଦ୍ଧ ହୋଇଯାଏ, ଲୋକମାନେ ସେହି ନାମରେ ଡାକିବାକୁ ଲାଗନ୍ତି। କିନ୍ତୁ କେବେ ଏହା ମନକୁ ଆସିନି ଯେ ଯେଉଁ ଜିନିଷ ଆମେ ବ୍ୟବହାର କରୁଛନ୍ତି, ତାର ନାମ କେମିତି ରଖାଗଲା…

ମୋବଇଲ ନମ୍ବର ୧୦ ଡିଜିଟ ରହିବା ପଛରେ ଅଛି ଏହି କାରଣ

ଭାରତରେ ୧୦ ଅଙ୍କର ମୋବାଇଲ ନମ୍ବର ହେବା ପଛରେ ରହିଛି ଏନଏନପି। ଏବେ ଏହି ଏନ୍‌ଏପି କଣ । ସରକାରଙ୍କ ରାଷ୍ଟ୍ରୀୟ ନମ୍ବରିଂ ଯୋଜାନ ବା ଏନଏନପି । ଯଦି ମୋବାଇଲ ନମ୍ବର ଗୋଟିଏ ଡିଜିଟର ହେବ ତେବେ ତାହା ଶୂନରୁ ୯ ପର୍ଯ୍ୟନ୍ତ କେବଳ ୧୦ଟି ଭିନ୍ନ ଭିନ୍ନ ନମ୍ବର ହେବ। ଯାହା ପରେ ଏହି ୧୦ଟି ନମ୍ବରକୁ…

କିଛି ଜଣା କିଛି ଅଜଣା, ଆସନ୍ତୁ ପରୀକ୍ଷା କରିବା ଆପଣଙ୍କ ସାଧାରଣ ଜ୍ଞାନ

ଧାଁ ଦୌଡ଼ ଜୀବନ ଯାପନ ଭିତରେ ଆମେ ଅନେକ କଥା ଭୁଲି ଯାଉ । ଆମେ ପ୍ରତିଦିନ ବ୍ୟବହାର କରୁଥିବା ଜିନିଷ ସମ୍ପର୍କରେ ହେଉ ଅବା ବ୍ୟକ୍ତି ସମ୍ବନ୍ଧରେ ଅବଗତ ନଥାଉ । ଏମିତି କିଛି କଥାର ପ୍ରଶ୍ନ ଆଉ ଉତ୍ତର ଆଜି ଆମେ ଆପଣଙ୍କୁ ଜଣାଇବୁ । ଆସନ୍ତୁ ଜାଣିବା ଆପଣ କେତେ ଜାଣିଛନ୍ତି ଏ ସବୁ ବିଷୟରେ ?…