Browsing Tag

ghost story

ପ୍ରଥମ ଦେଖାରେ ଭଲ ପାଇ ବସିଥିଲେ ଭୂତକୁ, ବିବାହ ପରେ ଦେଲେ ଛାଡ଼ପତ୍ର

ଆପଣମାନେ ଭୂତର ଅନେକ କାହାଣୀ ନିଶ୍ଚିତ ଶୁଣିଥିବେ । କିଛି ଲୋକ କୁହନ୍ତି ଯେ ସେମାନେ ଭୂତ ଦେଖିଛନ୍ତି ଏବଂ ଭୂତ ସହ କଥାବାର୍ତ୍ତା ମଧ୍ୟ କରିଛନ୍ତି । କିନ୍ତୁ ଆପଣ କେବେ ଶୁଣିଛନ୍ତି କି, କୌଣସି ବ୍ୟକ୍ତି ଭୂତକୁ ଭଲ ପାଇବା ପରେ ଭୂତକୁ ହିଁ ବିବାହ କରିବା କଥା । ଏଭଳି କଥା ହୁଏତ ଆପଣ କେବେ…

କେବଳ ରାତି ସମୟରେ ହିଁ କାହିଁକି ଦେଖାଯାଆନ୍ତି ଭୂତ ପ୍ରେତ, ଜାଣନ୍ତୁ ଏହା ପଛର କାରଣ

ଭୂତ ପ୍ରେତ ସହ ଜଡିତ ଅନେକ କାହାଣୀ ଆମେ ଶୁଣିଛନ୍ତି। ଯଦିଓ ଭୂତ ପ୍ରେତ ଏବଂ ଆତ୍ମାର ରହସ୍ୟରୁ ଏବେ ଯାଏଁ ପରଦା ଉଠିପାରିନାହିଁ, ତଥାପି ଭୂତ ପ୍ରେତକୁ ନେଇ ଅନେକ କଥା ଶୁଣିବାକୁ ମନ ହୋଇଥାଏ। ଏହାକୁ ଆମେ ବହୁତ ଆଗ୍ରହ ସହକାରେ ଶୁଣି ବି ଥାନ୍ତି। ସେହିପରି ଦେଶ ଦୁନିଆରେ ଅନେକ ଲୋକ ଅଛନ୍ତି,…

ଭୂତ ସହ ସର୍ମ୍ପକ ରଖିଥିଲେ ମହିଳା କିନ୍ତୁ ବର୍ତ୍ତମାନ ଚାହୁଁଛନ୍ତି ବ୍ରେକଅପ, ଜାଣନ୍ତୁ କଣ ରହିଛି କାରଣ

ଆତ୍ମା ବା ଭୂତର ଉପସ୍ଥିତିକୁ ନେଇ ସବୁବେଳେ ଆମ ଆଖପାଖରେ ବିବାଦ ଲାଗି ରହିଥାଏ। ବୈଜ୍ଞାନିକଙ୍କ ମତରେ ଭୂତ ପ୍ରେତ କିଛି ବି ନଥାଏ, ଏହା କେବଳ ମଣିଷର ମନର ଭ୍ରମ କିନ୍ତୁ କିଛି ଲୋକ ଏବେ ବି ଭୂତ ପ୍ରେତ ଉପରେ ବିଶ୍ୱାସ ରଖିଛନ୍ତି। ଭୂତ ପ୍ରେତ ନା ଶୁଣିଲେ ଆମ ମନରେ ଡର ଭାବ ଆସିଥାଏ। କିନ୍ତୁ…

ଭୂତପ୍ରେତଙ୍କ କବଳରୁ ବର୍ତ୍ତିବାକୁ ଚାହୁଁଛନ୍ତି ଯଦି ଭୁଲ୍‌ରେ ବି ରାତିରେ କରନ୍ତୁ ନାହିଁ ଏହି ୬ଟି କାର୍ଯ୍ୟ

ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ କାମ କରିବାର ଏକ ନିର୍ଦ୍ଦିଷ୍ଟ ସମୟ ରହିଥାଏ। ଯେପରି ଦିନବେଳା ସବୁ ଆବଶ୍ୟକ କାଯ୍ୟର୍ କରାଯାଇଥାଏ। କିନ୍ତୁ ଏମିତି କିଛି କାଯ୍ୟର୍ ରହିଛି, ଯାହାକୁ ରାତିରେ କରିବାକୁ ସ୍ପଷ୍ଟ ମନା କରାଯାଇଛି। କାରଣ, ବିଶ୍ୱାସ କରାଯାଏ ଯେ ଏହି ସବୁ କାଯ୍ୟର୍କୁ ରାତିରେ କରିବା…