ଭାରତୀୟ ସସ୍କୃତିରେ ରହିଛି ଶାଢୀର ବିଶେଷ ମହତ୍ୱ, ଜାଣନ୍ତୁ ଏହାର ଇତିହାସ
ଆମ ସସ୍କୃତି ଏବଂ ପରମ୍ପରା ସର୍ବଦା ଅତ୍ୟନ୍ତ ଭିନ୍ନ ଓ ସ୍ୱତନ୍ତ୍ର । ଖାଦ୍ୟ ଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ଆମର ଶୈଳୀ ପ୍ରାଚୀନ କାଳରୁ ହିଁ ଭିନ୍ନ । ବିଶେଷ କରି ମହିଳାମାନଙ୍କର ପରିଧାନ ସବୁବେଳେ ଅଲଗା । ଏହା ମଧ୍ୟରେ ଶାଢୀ ହେଉଛି ଅନ୍ୟତମ । ଅନେକ ଯୁଗରୁ ମହିଳାମାନଙ୍କ ପାଇଁ ଶାଢୀ…