କେଉଁ ପଶୁର କ୍ଷୀର ହୋଇଥାଏ ସବୁଠାରୁ ଅଧିକ ଲାଭଦାୟକ? ଏଥିରେ ମିଳେ ସର୍ବାଧିକ ପ୍ରୋଟିନ୍
ରିସର୍ଚ ଅନୁଯାୟୀ, ଭାରତୀୟ ରୋଷେଇ ଘରେ କ୍ଷୀର ସର୍ବାଧିକ ବ୍ୟବହୃତ ହୁଏ । ଚା ତିଆରି କରିବା ଠାରୁ ଆରମ୍ଭ କରି ପିଲାମାନଙ୍କୁ ସୁସ୍ଥ ରଖିବା ପର୍ଯ୍ୟନ୍ତ ଲୋକମାନେ କ୍ଷୀରର ବ୍ୟବହାର କରନ୍ତି । ଘରେ ଲୋକମାନେ ପ୍ରାୟତଃ ଗାଈ ଏବଂ ମଇଁଷି କ୍ଷୀର କିଣନ୍ତି । କିନ୍ତୁ ଆପଣ ଜାଣନ୍ତି କେଉଁ ପଶୁର…