ଗୁହାଳରୁ ଛେଳି ଚୋରିକରି କଂସେଇକୁ ବିକି ଦେଲେ, ୩ ଜଣଙ୍କୁ ଗିରଫ କରିଛି ପୋଲିସ
ଭଞ୍ଜନଗର: ବାଇକରେ ଆସି ଗୁହାଳରୁ ଛେଳି ଚୋରିକରି ନେଇ କଂସେଇକୁ ବିକି ଦେଲେ । ପ୍ରତିଦିନ ସୁନା ରୁପା ଚୋରି ହେଉଥିବା କଥା ଶୁଣିଥିବେ ନିଶ୍ଚୟ । କିନ୍ତୁ ଏବେ ସୁନା ରୂପା ଚୋରିରୁ ଅଧିକା ଛେଳି ଚୋରି ହେଉଛି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସୁନା, ଟଙ୍କାଠୁ ଅଧିକା ଟାର୍ଗେଟ…