Below header
Browsing Tag

goat

ଛେଳି ଖାଉଛି ମାଛ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଏହି ଭିଡିଓ

ଛେଳି ଖାଉଛି ମାଛ। ବିଶ୍ୱାସ ହେଉନଥିଲେ ବି ଏହା ସତ। ଆମେ ସମସ୍ତେ ଜାଣନ୍ତି ଛେଳି ଏକ ଶାକାହାରୀ ଜୀବ। ସେ କେବଳ ଗଛ,ପତ୍ର, ଘାସ ଆଦି ଖାଇଥାଏ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏଭଳି ଛେଳିର ଭିଡିଓ ଭାଇରାଲ ହେଉଛି, ଯିଏ ଘାସ ନ ଖାଇ ମାଛ ଖାଉଛି। ଛେଳିଟି ମାଛ ଖାଉଥିବା ବେଳର ଭିଡିଓ ଏବେ…

ପ୍ରକୃତିର କରିସ୍ମା! ଛେଳି ଶରୀରର ଗୋଟିଏ ପଟେ ଓଁ ଚିହ୍ନ ଓ ଅନ୍ୟ ପଟେ ମହମ୍ମଦ ଲେଖା ଦେଖି ଲୋକେ ହୋଇଗଲେ ଆଶ୍ଚର୍ଯ୍ୟ

ଅନେକ ବାର ଏମିତି କରିସ୍ମା ହୋଇଯାଏ କି, ଯାହା ଉପରେ ବିଶ୍ୱାସ କରିବା ଆଦୌ ସହଜ ହୋଇ ନ ଥାଏ। ଉତ୍ତର ପ୍ରଦେଶର ଅମରୋହା ଜିଲାରେ ମଧ୍ୟ ଏମିତି କିଛି ଦେଖିବାକୁ ମିଳିଛି। ଏଠାରେ ଏକ ଛେଳିର ଶରୀର ଉପରେ ଗୋଟିଏ ପାର୍ଶ୍ୱରେ ଓଁ ଚିହ୍ନ ଏବଂ ଅନ୍ୟ ପାର୍ଶ୍ୱରେ ମହମ୍ମଦ ଲେଖା ରହିଥିବା ନଜର ଆସିଛି।…

ଇଏ ଷଣ୍ଢ ନୁହେଁ ଆଜ୍ଞା…ଛେଳି ! ଓଜନ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ଯ

ଭୋପାଳ: ଦୁନିଆରେ ପ୍ରାୟତଃ ପ୍ରତିଦିନ କିଛି ନା କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ସହଜରେ ବିଶ୍ୱାସ କରିବା କଷ୍ଟକର । ବର୍ତ୍ତମାନ ସମାଜରେ ପରସ୍ପର ଭିତରେ ଚାଲିଛି ପ୍ରତିଯୋଗୀତା । ରେକର୍ଡ ନିଶାରେ କିଛି ଲୋକେ ଏପରି କାର୍ଯ୍ଯ କରିଥାନ୍ତି ଯାହା ଆଖିରେ ନଦେଖିଲେ କେହି ବିଶ୍ୱାସ କରିବେ…

ଛେଳି ଚୋରି କରୁଥିବାବେଳେ ଧରାପଡିଲେ ଦୁଇ ଯୁବକ, କଙ୍ଗାରୁ କୋର୍ଟରେ ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ଘଟଗାଁ: ଛେଳି ଚୋରି କରୁଥିବାବେଳେ ଧରାପଡିଲେ ଦୁଇ ଯୁବକ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କାଶୀପୁର ଗାଁରେ ଘଟିଛି ଏହି ଘଟଣା । ତେବେ ଛେଳି ଚୋରଙ୍କୁ କାବୁ କରିବା ପରେ ଦୁହିଁଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡ ଦିଆଯାଇଛି । ଉତ୍ତମ ମଧ୍ୟମ ଦେଇଛନ୍ତି ଗ୍ରାମବାସୀ । ମିଳିଥିବା ସୂଚନା…

ଛେଳିର ପ୍ୟାଟରନିଟି ଟେଷ୍ଟ ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ମହିଳା, ବିଶ୍ୱାସ ହେଉନଥିଲେ ଏହା ସତ

ଦୁନିଆରେ ଏଭଳି ଏମିତି ଅନେକ ଘଟଣା ଘଟେ ଯାହାକୁ ବିଶ୍ୱାସ କରିବା ଜଣେ ସାଧାରଣ ଲୋକ ପକ୍ଷେ ଅସମ୍ଭବ। ଏବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଫ୍ଲୋରିଡ଼ାରେ। ଫ୍ଲୋରିଡ଼ାରେ ଜଣେ ମହିଳା ନିଜ ପାଳିତ ଛେଳିର ପ୍ୟାଟରନିଟି ବା ପିତୃତ୍ୱ ଟେଷ୍ଟ କରିବା ପାଇଁ ମାମଲା ରୁଜୁ କରିଛନ୍ତି। ମହିଳାଙ୍କ…