ଅବସର ନେଇ ଗାଁକୁ ଫେରିଲେ ଯବାନ, ପାଦ ଧୋଇଦେଲେ ଗାଁ ଲୋକେ
ବରଗଡ: କାର୍ଯ୍ୟକ୍ଷେତ୍ରରୁ ଅବସର ନେଇ ଫେରିଲେ ଯବାନ । ଆଉ ଏ ଅବସରରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଛନ୍ତି ଗାଁ ଲୋକେ । ଗାଁର ସୁନାପୁଅ ଆଜି ଗାଁକୁ ଫେରିଛି । ଏନେଇ ଗାଁ ଆଉ ପରିବାରରେ ନାହିଁ ନଥିବା ଖୁସି । ହଁ ଦର୍ଶକବନ୍ଧୁ, ଅବସରପ୍ରାପ୍ତ ଯବାନଙ୍କୁ ଜନ୍ମମାଟି ବ୍ରହ୍ମଚାରୀ ଗାଁରେ…