ମହାସମାରୋହରେ ଶେଷ ହେଲା ମା’ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ଯାତ୍ରା
ମହାସମାରୋହରେ ପାଳିତ ହୋଇଯାଇଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ଯାତ୍ରା । ଆଶ୍ୱିନ ମାସ ମୂଳାଷ୍ଟମୀ ଦିନ ସନ୍ଧ୍ୟା ୬ଟା ସମୟରେ ତିଥି ଲଗ୍ନ ଅନୁସାରେ ଲଙ୍କେଶ୍ୱରୀଙ୍କ ଦୁଇ ଗୋଟି ପାଟ ଖଣ୍ଡା ଓ ବୁଢାରଜା ମନ୍ଦିରରୁ ବୁଢାରଜାଙ୍କ…