Browsing Tag

gold cleaning

ବାରଙ୍ଗ ଅଞ୍ଚଳରେ ସୁନା ସଫା ବାହାନାରେ ଲୁଟୁଥିବା ସନ୍ଦେହରେ ଚାରିଜଣ ଅଟକ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଅନେକ ଦିନ ପରେ ପୁଣି ସାମ୍ନାକୁ ଆସିଲା ସୁନା ଧୋଇବା ବାହାନାରେ ସୁନା ଲୁଟ କରୁଥିବା ଲୁଟେରା । ଆଜି ନନ୍ଦନକାନନ ଥାନା ଅଂଚଳରେ ଦେଖିବାକୁ ମିଳିଛି ଏହିଭଳି ଘଟଣା । ପୋଲିସ ଠାରୁ ମିଳିଥିବା ଖବର ଅନୁସାରେ , ଏହି ଲୁଟେରାମାନେ ବିଭିନ୍ନ ଗାଁକୁ ଯାଇ ଅନେକ ଦିନ ହେଲା…

ସୁନା ସଫେଇ ନାଁରେ ଲୁଟ୍, ଦୁଇ ଚୋରକୁ ବାନ୍ଧିଲେ ଗ୍ରାମବାସୀ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ବମୁଆ ଗାଁରେ ଦୁଇ ସୁନା ଚୋରକୁ କାବୁ କରି ବାନ୍ଧିଛନ୍ତି ଗ୍ରାମବାସୀ। ସୁନା ସଫେଇ କରିବା ବାହାନାରେ ଏମାନେ ଲୁଟ କରୁଥିଲେ। ସୁନା ଚେନଗୁଡିକୁ ସଫା କରିବା କହି ଗାଏବ କରି ଦେଉଥିଲେ ଅରିଜିନାଲ ସୁନା। ଆଉ…