ଭୁଜାଲି ଓ ବନ୍ଧୁକ ଦେଖାଇ ଲୁଟ୍, ଲୁଟିନେଲେ ନଗଦ ଟଙ୍କା ଓ ୬୦ଗ୍ରାମରୁ ଅଧିକ ସୁନା ଅଳଙ୍କାର
ଘରର ଏଣେତେଣେ ପଡ଼ିଛି ଆସବାବ ପତ୍ର । ପୂରା ଘରେ ଛିନ୍ ବିନ୍ ହୋଇ ପଡ଼ିଛି କପଡ଼ା । ସୁନା ଖୋଳ ଥୁଆ ହୋଇଛି ହେଲେ ସେଥିରେ ସୁନା ନାହିଁ । ଏ ଚିତ୍ର ବୟାନ କରୁଛି ଘର ଭିତରୁ ଲୁଟ୍ ହୋଇଛି । ଆଉ ଏ ଲୁଟ୍ ହୋଇଛି ନୟାଗଡରେ । ଭୁଜାଲି ଓ ବନ୍ଧୁକ ଦେଖାଇ ଘରୁ ଲୁଟିନେଲେ ୫ ଦୁର୍ବୃତ୍ତ । ଗତକାଲି…