Browsing Tag

google features

ଅମାନିଆ ବିମାନ ଯାତ୍ରୀଙ୍କ ପାଇଁ ଗୁଗଲର ନୂଆ ଫିଚର, ବିମାନରେ ବସିବା ମାତ୍ରେ ଆପେ ଆପେ ଅନ୍ ହେବ ଫ୍ଲାଇଟ୍ ମୋଡ୍

ଗୁଗଲ ନିଜ ୟୁଜର୍ସଙ୍କ ପାଇଁ ସବୁବେଳେ ନୂଆ ନୂଆ ଫିଚର୍ସ ଆଣିଥାଏ । ବର୍ତ୍ତମାନ ସମୟରେ ଲୋକମାନେ ଗୁଗଲର ବ୍ୟବହାର ପ୍ରତ୍ୟେକ କାମ ପାଇଁ କରୁଛନ୍ତି । ସକାଳର ଆରମ୍ଭରୁ ଶୋଇବା ପର୍ଯ୍ୟନ୍ତ ଲୋକମାନେ ବିନା ଗୁଗଲରେ କୌଣସି କାର୍ଯ୍ୟ କରିବା ଅସମ୍ଭବ ହୋଇପଡ଼ିଛି । ଆଧୁନିକ ସମୟରେ ଟେକ୍ନୋଲୋଜିରେ…

ଆଣ୍ଡ୍ରଏଡ ଏବଂ ଆଇଓଏସ୍‌ ରେ ଉପଲବ୍ଧ ହେଲା ଗୁଗଲର ‘Help Me Write’ ଫିଚର

ଜେନେରେଟିଭ AI ଦ୍ୱାରା, ଗୁଗଲ I / O 2023 ସେଣ୍ଟର ଷ୍ଟେଜରେ ଓ୍ଵାର୍କସ୍ପେସ ଲ୍ୟାବ ସ୍ଥାନ ପାଇଛି । ସର୍ଚ୍ଚ ଜିଆଣ୍ଟ ଦେଖାଇଛି ଯେ, AI- ଇଣ୍ଟିଗ୍ରେଟେଡ ପ୍ରଡକ୍ଟ ରୋଲ ଆଉଟ ୟୁଜର୍ସଙ୍କ ଏକ୍ସପେରିଏନ୍ସକୁ ବୃଦ୍ଧି କରୁଛି । ଏହି ସବୁ ପ୍ରଡକ୍ଟ ମଧ୍ୟରୁ Gmail ଅନ୍ୟତମ । ଭବିଷ୍ୟତ ଇମେଲ ପାଇଁ…

ନୂଆବର୍ଷରେ ୟୁଜର୍ସଙ୍କୁ ସରପ୍ରାଇଜ ଦେଲା ଗୁଗଲ, ନୂଆ ଫିଚର୍ସରେ ୟୁଜର୍ସ ଉଠାଇବେ ବଢ଼ିଆ ଫାଇଦା

ନୂଆବର୍ଷରେ ଗୁଗଲ ଆଣିଛି ବଢ଼ିଆ ଖବର। ପ୍ରତି ଥର ଭଳି ଏଥର ମଧ୍ୟ ଗୁଗଲ ନିଜ ପ୍ରିୟ ୟୁଜର୍ସଙ୍କ ପାଇଁ ନୂଆ ଫିଚର୍ସ ଆଣିଛି। ଏହିକ୍ରମରେ ନୂଆବର୍ଷକୁ ଖାସ କରିବା ପାଇଁ ଗୁଗଲ ଆଣିଛି ଜବରଦସ୍ତ ଫିଚର୍ସ। କଣ ଆପଣ ଏହା ସମ୍ପର୍କରେ ଜାଣିଲେଣି କି? ନୂଆବର୍ଷ ଆରମ୍ଭ ହୋଇସାରିଛି। ଆଉ ଏହାରି ମଧ୍ୟରେ…

ଟଙ୍କାଟିଏ ବି ଖର୍ଚ୍ଚ ନକରି ବୁଲିପାରିବେ ୧୦ରୁ ଅଧିକ ସହର ! Google ପକ୍ଷରୁ ଜାରି ହେଲା Street View ଫିଚର

Google Mapsରେ Google Street View ଫିଚର ଜାରି କରାଯାଇଛି । ଏହା ୟୁଜର୍ସ ମାନଙ୍କୁ ସହର ଗୁଡିକର ପ୍ୟାନୋରୋମିକ ଷ୍ଟ୍ରିଟ ଲେବଲ ଇମେଜ ଗୁଡିକୁ ଦେଖିବା ତଥା ଏଗୁଡ଼ିକୁ ନେଭିଗେଟ କରିବା ନେଇ ଅନୁମତି ଦେବ । ୨୦୧୬ ରେ ଫୁଲ ସ୍କେଲରେ ଲଞ୍ଚ କରିବା ନେଇ ଅନୁମତି ନ ମିଳିବା ପରେ ଏବେ କମ୍ପାନୀ…

ଗୁଗଲ ଲଞ୍ଚ କଲା ଆଣ୍ଡ୍ରଏଡ୍ ୧୩, ଭୂକମ୍ପ ଆଲର୍ଟ ସହ ବର୍ତ୍ତମାନ ଆପଣ ଭୋଜପୁରୀ ଏବଂ ସଂସ୍କୃତରେ କରିପାରିବେ ଅନୁବାଦ

ଆପଣ ଯଦି ସଂସ୍କୃତ ଭାଷାକୁ ପସନ୍ଦ କରିଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। ବର୍ତ୍ତମାନ ଆପଣ ଗୁଗଲରେ ସଂସ୍କୃତ ଏବଂ ଭୋଜପୁରୀରେ ଅନୁବାଦ କରିବାକୁ ସମର୍ଥ ହେବେ। କାରଣ ନୂଆ ଏଡିସନ୍ ପରେ ସଂସ୍କୃତ ଏବଂ ଭୋଜପୁରୀ ସମେତ ଆଠଟି ନୂତନ ଭାଷା ଗୁଗୁଲ୍ ଅନୁବାଦରେ ଯୋଡା ଯାଇଛି । ଗୁଗଲ୍…