Below header
Browsing Tag

gop

ଚନ୍ଦ୍ରଭାଗା ସମୁଦ୍ର କୂଳରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

ଗୋପ (କେନ୍ୟୁଜ୍‌) : ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଠାରୁ ମାତ୍ର ଦୁଇ ଶହ ମିଟର ଦୂର ସମୁଦ୍ର କୂଳରେ ପଡ଼ିଥିଲା ଜଣେ ମହିଳାଙ୍କ ମୃତଦେହ । ଉଲଗ୍ନ ଅବସ୍ଥାରେ କୂଳରେ ପଡ଼ି ରହିଥିଲା । ଆଜି ସକାଳେ ମର୍ଣ୍ଣିଂଓ୍ଵାକ୍‌ କଲା ବେଳେ ଲୋକେ ଏହାକୁ ଦେଖି ପୋଲିସ୍‌କୁ ଖବର ଦେଇଥିଲେ । ସୂଚନା ପାଇବା…

ଗୋପ : ଲୋକଟିର ହାବଭାବ ସନ୍ଦେହଜନକ ଥିଲା, ଗାଁ ଲୋକେ ଧରି ପୋଲିସ୍‌କୁ ଦେଲେ

ଗୋପ (କେ ନ୍ୟୁଜ୍‌) : ସନ୍ଦେହଜନକ ଭାବେ ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ୍‌ ହାତରେ ଦେଲେ ଗ୍ରାମବାସୀ । ଆଜି ସନ୍ଧ୍ୟା ସମୟରେ ପୁରୀ ଜିଲ୍ଲା ଗୋପ ଅନ୍ତର୍ଗତ ସେନାପତି ସାହିରେ ଏହି ବ୍ୟକ୍ତି ଜଣକ ବୁଲୁଥିଲା । ସ୍ଥାନୀୟ ଗ୍ରାମବାସୀମାନେ ତାକୁ ଅଟକ ରଖି ପଚରା ଉଚରା କରିଥିଲେ ।…

ହାର ମାନିନି ମନ: ଦୀର୍ଘ ୧୩ ବର୍ଷ ଧରି ଚାଟଶାଳୀରେ ପାଠ ପଢାଉଛନ୍ତି ଦିବ୍ୟାଙ୍ଗ କାଳନ୍ଦୀ

ଗୋପ ( କେ ନ୍ୟୁଜ) : ଜୀବନରେ ଗୋଡ ସିନା ଧୋକା ଦେଇଦେଲା କିନ୍ତୁ ମନ ଆଜି ମଧ୍ୟ ସେପରି ଟାଣ। ଜନ୍ମରୁ ଭଲ ଥିବା କାଳନ୍ଦୀଙ୍କୁ ଭୁଲ ଔଷଧ ଖାଇବା ପଡିଲା ମହଙ୍ଗା । ଶେଷର ସେ ପାଲଟିଗଲେ ଦିବ୍ୟାଙ୍ଗ। ଛୋଟ ବେଳରୁ ଇଚ୍ଛା ଥିଲା ବଡ ହେଲେ ପିଲାଙ୍କୁ ପାଠ ପଢାଇବା। ନିଜେ ସିନା ଜୀବନରେ ଭଲ ପାଠ…

ପାଇଖାନା ଘର ହେଲା ବୃଦ୍ଧାଙ୍କ ଶେଷ ପରିଚୟ, ବୟସର ଅପରାହ୍ନରେ ପର କରିଦେଲେ ପୁଅ ବୋହୂ

ମା ଟିଏ ତାର ସନ୍ତାନ ପାଇଁ ବାର ଓଷା ବ୍ରତ ରଖି ମଙ୍ଗଳ କାମନା କରିଥାଏ। ସମାଜରେ ଅନ୍ୟମାନଙ୍କ ସାଙ୍ଗରେ ସମକକ୍ଷ ହେବାପାଇଁ ନିଜ ପେଟରେ ଓଦାକନା ଦେଇ ସନ୍ତାନର ଆବଶ୍ୟକତାକୁ ପୁରଣ କରେ। ହେଲେ  ସେହି ପୁ୍‌ଅ ବଡ ହୋଇ ଯେତେବେଳେ ମାକୁ ହତାଦାର କରେ ସେତେବେଳେ ମାର ଆଖିରୁ ଝରିଆସେ  ଦୁଃଖର ଲୁହ।…