ସୋରଡ଼ା ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅମିତ୍ ଶାହ
ସୋରଡ଼ା( କେନ୍ୟୁଜ୍): ଓଡ଼ିଶାରେ ହେବ ଡବଲ ଇଞ୍ଜିନ ସରକାର। ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବ ବିଜେପି । ବିଜେପି ପାଇଁ ପ୍ରଚାର କରି ସୋରଡ଼ା ଠାରେ ବିଜୟ ସଂକଳ୍ପ ସମାବେଶରେ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନିର୍ବାଚନୀ ସଭାରେ ଆସ୍କା ସାଂସଦ ପ୍ରାର୍ଥୀ ଓ ୭ଟି ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି । ଓଡ଼ିଶାରେ ୬ହଜାର ୪୧୨ ଗାଁକୁ ସଡ଼କ ନାହିଁ ।…
Read More...