ଦିଲ୍ଲୀବାସୀଙ୍କୁ ସୁପ୍ରିମକୋର୍ଟଙ୍କ ଉପହାର, ଦିଲ୍ଲୀରେ ସବୁଜ ବାଣକୁ ମିଳିଲା ଅନୁମତି
ନୂଆଦିଲ୍ଲୀ : ଦିଲ୍ଲୀବାସୀଙ୍କ ଆଶଙ୍କାକୁ ଦୂର କଲେ ସୁପ୍ରିମକୋର୍ଟ । ଦିଲ୍ଲୀରେ ସବୁଜ ବାଣକୁ ମିଳିଲା ଅନୁମତି । କୋର୍ଟ ଦିଲ୍ଲୀ-ଏନସିଆରରେ ସବୁଜ ବାଣ ବିକ୍ରୟ ଉପରେ ପ୍ରତିବନ୍ଧକ ଉଠାଇ ଦେଇଛନ୍ତି ଏବଂ ବାଣ ଫୁଟାଇବାକୁ ମଧ୍ୟ ଅନୁମତି ଦେଇଛନ୍ତି । ପ୍ରଧାନ ବିଜାରପତି ଜଷ୍ଟିସ ବିଆର ଗାଭାଇ ଓ…