Below header
Browsing Tag

Guinness book of record

ଗିନିଜବୁକରେ ସ୍ଥାନ ପାଇଁ ଭୁବନେଶ୍ବରରେ ୧୨ କିଲୋମିଟର ପର୍ଯ୍ଯନ୍ତ ହେଲା ତ୍ରିରଙ୍ଗା ଯାତ୍ରା

ବାରଙ୍ଗ(କେନ୍ୟୁଜ୍): ଆଜି ହେଉଛି ୭୪ ତମ ସାଧାରଣତନ୍ତ୍ର ଦିବସ।ଏହି ଶୁଭ ଦିନରେ ଭାରତୀୟ ଜାତୀୟ ପତାକାକୁ ଗିନିଜବୁକରେ ସ୍ଥାନିତ କରିବା ପାଇଁ ନନ୍ଦନକାନନ ଛକ ଠାରୁ ଡମଣା ଛକ ପର୍ଯ୍ଯନ୍ତ ତ୍ରିରଙ୍ଗା ଯାତ୍ରା କରାଯାଇଛି। ଏଥିରେ ବିଭିନ୍ନ ସ୍କୁଲ କଲେଜର ୧୫ ହଜାରରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ…

ଗୋଡ ଠାରୁ ବି ଲମ୍ବା ଏହି ଛେଳିର କାନ, ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇବାକୁ ଦାବି କରୁଛନ୍ତି ମାଲିକ

ପାକିସ୍ତାନ ପରି ଦେଶରେ କେବେ କଣ ଘଟଣା ଘଟିବ ତାହା ହୁଏତ କେହି କହିପାରିବେ ନାହିଁ । ଵର୍ତ୍ତମାନ ସମୟରେ ପାକିସ୍ତାନ ମିଡିଆରେ ଏକ ଛେଳିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଛେଳିର ମାଲିକଙ୍କ କହିବା ଅନୁଯାୟୀ ବିଶ୍ୱ ରେକର୍ଡରେ ସ୍ଥାନ ପାଇବା ପାଇଁ ଏହି ଛେଳିର ଏକ ବିଶେଷ ଗୁଣ ରହିଛି । ଏହି…