Below header
Browsing Tag

haidar

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରର ଖେଳ ଖତମ, ଏନକାଉଣ୍ଟରେ ଗଲା ଜୀବନ

କେନ୍ୟୁଜ୍(ବ୍ୟୁରୋ): ପୋଲିସ ଗୁଳିରେ ହାଇଦରର ଖେଳ ଖତମ୍। ଏନକାଉଣ୍ଟରରେ ଗୁରୁତର ଥିବା ହାଇଦରର ମୃତ୍ୟୁ ଘଟିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହାଇଦରକୁ ଚୌଦ୍ବାର ସର୍କଲ ଜେଲରୁ ବାରପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା। ଅପରାହ୍ମ ୩ ଟା ୨୦ରେ ସିମୁଳିଆ ଠାରେ ପରିସ୍ରା କରିବାକୁ କହି…

ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍‌ ଲିଙ୍କରେ ବନ୍ଧା ହେଲେ ଯୁବତୀ, ବଢୁଛି ଗିରଫଦାରୀ ସଂଖ୍ୟା

କେନ୍ୟୁଜ୍(ବ୍ୟୁରୋ):  ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍‌ ଲିଙ୍କରେ ବନ୍ଧା ହେଲେ ଯୁବତୀ । ଏହି ଘଟଣାରେ ବଢୁଛି ଗିରଫଦାରୀ । ଜଣେ ଯୁବତୀଙ୍କ ସମେତ ଆଉ ୩ଜଣଙ୍କୁ ବାନ୍ଧିଛି କଟକ ମଙ୍ଗଳାବାଗ ଥାନା ପୋଲିସ । ଫେରାର୍‌ କରାଇବାରେ ସହଯୋଗ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ସେମାନେ ହେଲେ…

ଧରାପଡ଼ିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର, ଜାଣନ୍ତୁ କେମିତି ଧରିଲା କମିଶନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଧରାପଡ଼ିଲା କମିଶନରେଟ ପୋଲିସର ନିଦ ହଜାଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ହାଇଦ୍ରାବାଦ ଆଉଟସ୍କଟ ଜାହିରାବାଦରୁ ଗିରଫ କଲା କମିଶନରେଟ ପୋଲିସ । ହାଇଦରକୁ ଧରିବା ପାଇଁ କମିଶନରେଟ ପୋଲିସର ଦୁଇଟି ଟିମ୍ ହାଇଦ୍ରାବାଦ ଯାଇଥିଲା। ସେଠାରୁ  ସେ ରଙ୍ଗାରେଡ୍ଡୀ ଜିଲ୍ଲାରେ…

ହାଇଦରକୁ ଧରିବାକୁ ସ୍ପେଶାଲ ଟିମ୍‌ର ବଡ଼ ଅପରେସନ,ଷଡ଼ଯନ୍ତ୍ରରେ ମେଡିକାଲର ଡାକ୍ତର ଓ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ

କେନ୍ୟୁଜ୍(ବ୍ୟୁରୋ):  ହାଇଦରକୁ ଧରିବା ପାଇଁ ସ୍ପେଶାଲ ଟିମ୍‌ର ବଡ଼ ଅପରେସନ। ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ତନାଘନା ଜୋରଦାର କରିଛି ସ୍ପେଶାଲ ଟିମ୍‌ । ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଏସସିବିରେ ରେକର୍ଡ ରୁମ୍‌ରେ ନଥିପତ୍ର ଯାଞ୍ଚ କରାଯାଇଛି । କେତେଥର ହସପିଟାଲ ଆସିଛି ? କେଉଁ…

ହାଇଦର ଫେରାର୍ ଘଟଣାରେ କଟକ ମଙ୍ଗଳାବାଗ ଥାନାରେ ଏତଲା, ଫେରାର୍‌ କରାଇବା ପଛରେ ଗ୍ୟାଙ୍ଗଷ୍ଟରର ପୁଅ ଓ ଜ୍ୱାଇଁ

କେନ୍ୟୁଜ୍(ବ୍ୟୁରୋ):  ହାଇଦରକୁ ଫେରାର୍‌ କରାଇବା ପଛରେ ଷଡ଼ଯନ୍ତ୍ର କରିଥିଲେ ଗ୍ୟାଙ୍ଗଷ୍ଟରର ପୁଅ ଓ ଜ୍ୱାଇଁ । ସୁରକ୍ଷା ଦାୟିତ୍ୱରେ ଥିବା କନଷ୍ଟେବଳଙ୍କ ଉପରେ କୌଣସି ବିଷାକ୍ତ ପଦାର୍ଥ ଫିଙ୍ଗି ଥିଲେ । ଯେଉଁଥିରେ ସେ ଚେତାଶୂନ୍ୟ ହେବା ପରେ ହାଇଦର ଏସସିବି ସର୍ଜରୀ ଓ୍ଵାର୍ଡର କ୍ୟାବିନରୁ…

୧୯୭୫ ବେଳେକୁ ରିକ୍ସାରେ ଶବ ବୋହି କିପରି ଗ୍ୟାଙ୍ଗଷ୍ଟର ହୋଇଥିଲା ହାଇଦର ? ପଢନ୍ତୁ ହାଇଦରର କଳାକାହାଣୀ

କେନ୍ୟୁଜ୍(ବ୍ୟୁରୋ):  ରିକ୍ସା ଚାଳକରୁ ଗ୍ୟାଙ୍ଗଷ୍ଟର ପାଲଟିଥିଲା ହାଇଦର । ୧୯୭୫ ବେଳକୁ କେନ୍ଦ୍ରାପଡାରେ ରିକ୍ସା ଚଳାଉଥିଲା ହାଇଦର । ଶବ ବ୍ୟବଛେଦ ପାଇଁ କଟକ ଆସୁଥିବା ବେଳେ ହାଇଦର ରିକ୍ସାରେ ଆସୁଥିଲା । ପରେ ସେ ଟ୍ରେକର ଓ ଟ୍ରକ ଚଳାଇଥିଲା । ୧୯୮୦ ବେଳକୁ ସେ ଅପରାଧ ଦୁନିଆରେ ପାଦ…

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପାଇଁ ଚାର୍ଲସ ଶୋଭରାଜ ଫର୍ମୁଲାକୁ ଆପଣାଇଥିଲା କି? ଉଠିଲା ପ୍ରଶ୍ନ

କେନ୍ୟୁଜ୍(ବ୍ୟୁରୋ):  ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପାଇଁ କାହା ଯୋଜନା ଥିଲା? ଅନୁମାନ କରାଯାଉଛି, ଡାକ୍ତରଖାନାରୁ ଫେରାର ହେବା ପାଇଁ ସେ ଚାର୍ଲସ ଶୋଭରାଜ ଫର୍ମୁଲାକୁ ଆପଣେଇଥିଲା । ତିହାର ଜେଲରେ ଥିବା ବେଳେ ସେ ଦୁଇଜଣ ମହିଳାଙ୍କ ସହାୟତାରେ ଫେରାର ହୋଇଯାଇଥିଲା । କିନ୍ତୁ ମାସକ ପରେ ପୁଣି…

କଟକ: ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର ହୋଇଗଲା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର

କଟକ(କେନ୍ୟୁଜ୍):  କଟକ SCB ରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର । ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର ହୋଇଥିବା ସୂଚନା । SCB ମେଡିକାଲର ସର୍ଜରୀ ବିଭାଗରୁ ଫେରାର । ୧୨ ଦିନ ତଳେ SCB ସର୍ଜରୀ ଓ୍ଵାର୍ଡରେ ଭର୍ତ୍ତି ହୋଇଥିଲା ହାଇଦର । ଚିକିତ୍ସା ପାଇଁ ବୁର୍ଲା ମେଡ଼ିକାଲରୁ SCBକୁ…