ରୋଗ ଓ ଭୟକୁ ଦୂର କରନ୍ତି ପ୍ରଭୁ ହନୁମାନ
ପ୍ରଭୁ ବଜରଙ୍ଗବଲୀ ଅଜର-ଅମର। ସେ ସର୍ବଦା ନିଜ ଭକ୍ତମାନଙ୍କ ଉପରେ କୃପା ରଖିବା ସହ ଭକ୍ତମାନଙ୍କର ପ୍ରତ୍ଯେକ ଇଛାକୁ ପୂରଣ କରିଥାନ୍ତି। କୁହାଯାଇଥାଏ ଯେଉଁଠାରେ ରାମ କଥା ହୋଇଥାଏ ସେଠାରେ କୌଣସି ନା କୌଣସି ରୂପରେ ପ୍ରଭୁ ବଜରଙ୍ଗବଲୀ ଉପସ୍ଥିତ ରହିଥାନ୍ତି। ହନୁମାନଙ୍କ ମହିମା ଦେଖିବା ପରେ…