ସପ୍ତାହ ସାତ ଦିନ ଖୁସି ରହିବା ପାଇଁ ଚାହୁଁଥିଲେ କରନ୍ତୁ ଏହିସବୁ ଉପାୟ, ନିଶ୍ଚୟ ପାଇବେ ଫଳ
ଆମେ ସମସ୍ତେ ଜାଣିଛନ୍ତି ଯେ ସପ୍ତାହ ସାତ ଦିନ। ଏହି ସାତ ଦିନର ଅଲଗା ଅଲଗା ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମକୁ ବିଶ୍ୱାସ କରୁଥିବା ଲୋକମାନେ ସପ୍ତାହର ସାତ ଦିନ ଅଲଗା ଅଲଗା ଦେବୀ ଦେବତାଙ୍କୁ ପୂଜା କରିଥାନ୍ତି। ଆଜି ଆମେ ଆପଣଙ୍କୁ ଜଣାଇବୁ ସପ୍ତାହ ଯାକ ଖୁସିରେ ରହିବା ପାଇଁ କେଉଁ କେଉଁ ସବୁ…