Below header

ପୁଲୱାମା ଆକ୍ରମଣର ପ୍ରତିଶୋଧ ପରେ ଚାରିଆଡ଼େ ବିଜୟ ଉତ୍ସବ

ଯାଜପୁର (କେନ୍ୟୁଜ୍) : ପୁଲୱାମା ଆକ୍ରମଣର ପ୍ରତିଶୋଧ ପରେ ଚାରିଆଡ଼େ ବିଜୟ ଉତ୍ସବ। ଯାଜପୁର ଜିଲ୍ଲା ରସୁଲପୁରର ଚକଗୋପାଳପୁର ଗାଁରେ ବି ବିଜୟ ଉତ୍ସବ ପାଳିଛନ୍ତି ଗ୍ରାମବାସୀ। ଆଥଲେଟ ସରସ୍ୱତୀ ଚାନ୍ଦଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ବାଣଫୁଟାଇ ଖୁସି ମନାଇଛନ୍ତି। ଦେଶଭକ୍ତି ନାରା ଦେଇ ବଜାର ଓ ଗ୍ରାମ ପରିକ୍ରମା କରିଥିଲେ। ଭାରତୀୟ ବାୟୁସେନା ଉଚିତ ଜବାବ ଦେଇଥିବା କହିଛନ୍ତି ଗ୍ରାମବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.