୩୪ ବର୍ଷରେ ପାଦ ଦେଲେ କିଙ୍ଗ କୋହଲି, ଜନ୍ମଦିନ ଅବସରରେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ୍ କରୁଛି ଏହି ଅଜବ ହାଶ୍ଟ୍ୟାଗ୍
ମୁକଟ ବିହୀନ ସମ୍ରାଟ, ଭାରତୀୟ ସ୍କୋର ବୋର୍ଡର ରନ ମେସିନ, ବିଶ୍ୱ କ୍ରିକେଟର ବାଦାଶାହ, କିଙ୍ଗ କୋହଲିଙ୍କ ଆଜି ଜନ୍ମ ଦିନ। ନଭେମ୍ବର ୫ରେ ବିରାଟ କୋହଲି ୩୪ ବର୍ଷରେ ପାଦ ଦେଲେ। ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପାଇଁ ବିରାଟ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ତେବେ ତାଙ୍କ ଜନ୍ମଦିନର ଦିନକ ପୂର୍ବରୁ…