Browsing Tag

head master

ସ୍କୁଲରେ ପ୍ରଧାନ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରାମବାସୀ, ପାଠ ପଢ଼ି ପାରୁ ନାହାନ୍ତି ଛାତ୍ରଛାତ୍ରୀ

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସୁନାଥର ଗାଁର ହାଇସ୍କୁଲରେ ଅଭିଭାବକ ଓ ପ୍ରଧାନ ଶିକ୍ଷକଙ୍କ ମଧ୍ୟରେ ଚାଲିଛି ହାଇଡ୍ରାମା । ଏଥିରେ ବଳି ପଢୁଛନ୍ତି ଛାତ୍ରଛାତ୍ରୀ । ପ୍ରଧାନ ଶିକ୍ଷକଙ୍କ ମନମୁଖୀ ଶାସନରେ ଅତିଷ୍ଟ ହୋଇ ସ୍କୁଲରେ ତାଲା ପକାଇଛନ୍ତି ୪ଶହ ରୁ ଉର୍ଦ୍ଧ୍ବ…

ବାଇକରେ ଲିଫ୍ଟ ମାଗି ଅଧା ରାସ୍ତାରେ ଲୁଟିନେଲେ ଟଙ୍କା, ମରଣାନ୍ତକ ଆକ୍ରମଣର ଶିକାର ହେଲେ ପ୍ରଧାନ ଶିକ୍ଷକ

ମୋ ସ୍ୱାମୀଙ୍କୁ ଜୀବନରୁ ମାରିଦେଇଥାନ୍ତେ । ଭଗବାନଙ୍କ ଦୟାରୁ ମୋ ସ୍ୱାମୀ ମରଣ ମୁହଁରୁ ଫେରିଛନ୍ତି । କାହାକୁ ସାହାଯ୍ୟ କରିବା କଣ ଭୁଲ୍‌, ମୋ ସ୍ୱାମୀ କାହାର କଣ ଭୁଲ କରିଥିଲେ କାହିଁକି ତାଙ୍କର ଏ ଅବସ୍ଥା କରିଦେଲେ । ହସ୍ପିଟାଲ ବେଡରେ ଶୋଇଛନ୍ତି ସ୍ୱାମୀ । ପାଖରେ ସ୍ତ୍ରୀ ବସି ଭାବୁଛନ୍ତି…

ମାଟ୍ରିକ ପରୀକ୍ଷାରେ ଅନିୟମିତତା ପରେ କାର୍ଯ୍ୟାନୁଷ୍ଠାନ: ଦୁଇ ପ୍ରଧାନ ଶିକ୍ଷକ ନିଲମ୍ବିତ

(କେନ୍ୟୁଜ): ମାଟ୍ରିକ ପରୀକ୍ଷାରେ ଅନିୟମିତତା ନେଇ କାର୍ଯ୍ୟାନୁଷ୍ଠାନ । ଦୁଇ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କଲେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ । ସେମାନେ ହେଲେ ନରସିଂହପୁର ଯୋଡୁମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ସ୍ୱାଇଁ ଓ କଳାହାଣ୍ଡି ଦୟାନିଧି ହାଇସ୍କୁଲ ପ୍ରଧାନ…

ଶିକ୍ଷୟିତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଶିକ୍ଷକ ଗିରଫ

ଧର୍ମଶାଳା : ଶିକ୍ଷୟିତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଶିକ୍ଷକ ଗିରଫ । ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ଘଟଣାଟି ଘଟିଛି ଧର୍ମଶାଳା ଅଞ୍ଚଳରେ । ଅଭିଯୋଗ ମୂତାବକ, ସ୍ଥାନୀୟ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିନୋଦ ବିହାରୀ ସେଠୀ ସେହି ସ୍କୁଲର ଖେଳ ଶିକ୍ଷୟିତ୍ରୀଙ୍କୁ ବିବାହର…

ଗଞ୍ଜାମ : ମଧ୍ୟାହ୍ନ ଭୋଜନ ଅର୍ଥ ହଡପ କରି ପ୍ରଧାନ ଶିକ୍ଷକ ନିଲମ୍ବିତ

ଗଞ୍ଜାମ : ନିଲମ୍ବିତ ହୋଇଛନ୍ତି ବେଗୁନିଆପଡା ବ୍ଲକ ଅଧିନସ୍ଥ ଫାସି ପଞ୍ଚାୟତର ମେଦିନିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ମଧ୍ୟାହ୍ନ ଭୋଜନ ଅର୍ଥ ହଡ଼ପ ଅଭିଯୋଗରେ ପ୍ରଧାନଶିକ୍ଷକ ଭବାନୀ ଶଙ୍କର ମିଶ୍ର ନିଲମ୍ବିତ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଗତ ୧୬ ତାରିଖରେ…

ପିଅନ କଲା ଦୋଷ, ମାଡ଼ ଖାଇଲେ ପ୍ରଧାନଶିକ୍ଷକ

ମୟୂରଭଞ୍ଜ : ପ୍ରଧାନ ଶିକ୍ଷକ ଓ ପିଅନଙ୍କୁ ନିର୍ଦ୍ଧୂମ ମାଡ଼ । ସ୍କୁଲ ଗେଟରେ ବାନ୍ଧି ଛେଚିଲେ ଗାଁ ଲୋକେ। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗାର ପଞ୍ଚୁପାଲିି ହାଇସ୍କୁଲ ଆଦିବାସୀ ଛାତ୍ରୀ ନିବାସ ଅନ୍ତେବାସୀଙ୍କୁ ଅସଦାଚରଣ ଅଭିଯୋଗ ନେଇ ଉତ୍ତେଜନା । ଅଭିଯୋଗ ଅନୁଯାୟୀ, ଗତ ଶୁକ୍ରବାର ହାଇସ୍କୁଲ ପିଅନ…