ହୃଦଘାତ କରାଉଛି କି କୋଭିଡ ବୁଷ୍ଟର ଡୋଜ୍ ? ଗବେଷକ କହିଲେ ଏମିତି
ନୂଆଦିଲ୍ଲୀ : କୋଭିଡ-୧୯ ସଂକ୍ରମଣ ବିଶ୍ୱପାଇଁ ଏକ ବଡ଼ ଅସୁବିଧା ନେଇ ଆସିଛି । ଏଥିରେ ଭାରତ ମଧ୍ୟ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଛି । କୋଭିଡ ସଂକ୍ରମଣରେ ଭାରତରେ ପ୍ରାୟ ୫.୨୦ ଲକ୍ଷ ଲୋକ ମୃତ୍ୟୁ ବରଣ କରିଛନ୍ତି । କୋଭିଡ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ ସରକାର ଟିକାକରଣକୁ ବ୍ୟାପକ…