Below header
Browsing Tag

heat weather

ଆଜିଠୁ ବଦଳିବ ପାଗ, ତାତିରେ ଲାଗିବ ବ୍ରେକ୍

ଭୁବନେଶ୍ବର : ଆଜିଠୁ ବଦଳିବ ପାଗ । ତାତିରେ ଲାଗିବ ବ୍ରେକ୍ । କାଳବୈଶାଖୀ ବର୍ଷା ଆଣିବ ସାମାନ୍ୟ ଆଶ୍ବସ୍ତି  । ୯ ତାରିଖ ଯାଏ ପ୍ରବଳ ବର୍ଷା ସହ କୁଆପଥର ଝଡ଼ । କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ । ୨୪ଘଣ୍ଟା ପାଇଁ କାଳବୈଶାଖୀ ଓ କୁଆପଥର ବୃଷ୍ଟି ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି…

କାଲିଠୁ ପ୍ରଚଣ୍ଡ ହେବ ଗ୍ରୀଷ୍ମକୋପ, ୫ ଦିନ ପରେ ବର୍ଷା

ଭୁବନେଶ୍ବର : ଛତିଶଗଡ଼ ଉପରେ ରହିଥିବା ଘୁର୍ଣ୍ଣିବଲୟ ପ୍ରଭାବରେ ଗତ ୨୪ ଘଣ୍ଟାରେ ଓଡ଼ିଶାର କେତେକ ସ୍ତାନରେ ବର୍ଷା ହୋଇଛି। ଏହା ସହ ଗତ ୨୪ ଘଣ୍ଟାରେ ରାଜ୍ୟରେ କିଛି ଜିଲ୍ଲାରେ ବୌଦ୍ଧ ଓ ଟିଟିଲାଗଡ଼ରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବାବେଳେ ମାଲକାନାଗିରିରେ ତାତି ୪୧ ଡିଗ୍ରୀ ରେକର୍ଡ ହୋଇଛି ।…

କାଲିଠାରୁ ପାଗରେ ପରିବର୍ତ୍ତନ, ଟାଇଁ ଟାଇଁ ଖରାରେ ଭାଜି ହେବ ଓଡ଼ିଶା

ଭୁବନେଶ୍ୱର(କେନ୍ୟୁଜ୍‌): ବଦଳିବ ପାଗର ମିଜାଜ। ଦୁଇଦିନର କାଳବୈଶାଖୀ ବର୍ଷା ପରେ କାଲି ଠାରୁ ପାଗରେ ହେବ ବଡ଼ ପରିବର୍ତ୍ତନ । ଟାଇଁ ଟାଇଁ ହେବ ଖରା। ଅସହ୍ୟ ହେବ ତାତି । ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବୃଦ୍ଧି ପାଇପାରେ ବୋଲି ଆକଳନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ୨୩ ତାରିଖ…

ମାଡ଼ି ଆସୁଛି ଖରା, ୧୧ରୁ ଜଳିବ ଓଡ଼ିଶା

ଭୁବନେଶ୍ୱର : ମାଡ଼ି ଆସୁଛି ଖରା । ରାଜ୍ୟରେ ଚଳିତବର୍ଷ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହେବ। ବଢ଼ିବ ଦିନର ତାପମାତ୍ରା। ୪ ରୁ ୬ ଡିଗ୍ରୀ ସେଲସିୟସ ଯାଏଁ ତାତି !!ବୃଦ୍ଧି ପାଇବ। ୧୧ ତାରିଖରୁ ଅସହ୍ୟ ହେବ ଗରମ।  ବାୟୁମଣ୍ଡଳରେ ଶୁଷ୍କତା ବଢିବାର ସମ୍ଭାବନା ଥିବାରୁ ଦିନ ତାପମାତ୍ରା ବୃଦ୍ଧି ପାଇବ ।…

ମାଘରେ ଡରାଇଲାଣି ତାତି: ଦିନରେ ଅଧିକାଂଶ ସ୍ଥାନରେ ୩୬ ଡିଗ୍ରୀ ପାର୍

ଭୁବନେଶ୍ୱର (କେନ୍ୟୁଜ୍‌) : ମାଘରେ ଡରାଇଲାଣି ତାତି । ଦିନରେ ଅସମ୍ଭାଳ ହେଲାଣି ଖରା । ଦିନ ତାପମାତ୍ରା ଆହୁରି ବଢ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ପାର୍ କରିଛି  । ଗତକାଲି ଟିଟିଲାଗଡ଼ ଏବଂ ଭବାନୀପାଟଣାରେ ସର୍ବୋଚ୍ଚ ତାପମାତ୍ରା ୩୬.୫ ଡିଗ୍ରୀ…

ପୁଣି ପ୍ରବଳ ଖରା, ରାଜ୍ୟର ୭ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟର ୭ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ। ୪୧ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ବୌଦ୍ଧ ସହର। ସୋନପୁର ୪୦.୮, ଅନୁଗୁଳ ୪୦.୭, ସମ୍ବଲପୁର ୪୦.୫, ମାଲକାନଗିରି ୪୦ ଓ ଟିଟିଲାଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଟ୍ଵିନ୍‌ସିଟିରେ ବି ଅସହ୍ୟ…

ଆଗକୁ ଆହୁରି ବଢ଼ିବ ତାପମାତ୍ରା: ରାଜ୍ଯରେ ସର୍ବାଧିକ ୪୨.୫ଡିଗ୍ରି ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ରାଜ୍ଯରେ ସର୍ବାଧିକ ୪୨.୫ଡିଗ୍ରି ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହାସହ ତାଳଚେର ତାପମାତ୍ରା ମଧ୍ୟ ୪୨ ଡିଗ୍ରି ଛୁଇଁଛି। ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ଆଗକୁ ରାଜ୍ୟର ତାପମାତ୍ରା ଆହୁରି ବଢ଼ିବ। ୨୧ ତାରିଖ ବେଳକୁ ରାଜ୍ୟର…

ପ୍ରଚଣ୍ଡ ଗ୍ରୀଷ୍ମ ଲହରୀରେ ସନ୍ତୁଳି ହେଉଛି ସାରା ଓଡ଼ିଶା, ଆଗକୁ ଆହୁରି ବଢିବ ତାତି

ଭୁବନେଶ୍ବର (କେନ୍ୟୁଜ୍) : ପ୍ରଚଣ୍ଡ ଗ୍ରୀଷ୍ମ ଲହରୀରେ ସନ୍ତୁଳି ହେଉଛି ସାରା ଓଡ଼ିଶା । ୨୪ ଆହୁରି ବଢିବ ତାତି । ୪୨ ଡିଗ୍ରୀ ଉପରେ ରହିଛି ୧୦ଟି ସହରର ତାପମାତ୍ରା । ଗତକାଲି ୪୫ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ଥିଲା । ୨୪ତାରିଖରୁ ସ୍ଥିତି ଅସମ୍ଭାଳ ହେବ ବୋଲି ପାଣିପାଗ ବିଭାଗ…