କାଲିଠାରୁ ପାଗରେ ପରିବର୍ତ୍ତନ, ଟାଇଁ ଟାଇଁ ଖରାରେ ଭାଜି ହେବ ଓଡ଼ିଶା

ବଦଳିବ ପାଗର ମିଜାଜ। ଦୁଇଦିନର କାଳବୈଶାଖୀ ବର୍ଷା ପରେ କାଲି ଠାରୁ ପାଗରେ ହେବ ବଡ଼ ପରିବର୍ତ୍ତନ । ଟାଇଁ ଟାଇଁ ହେବ ଖରା। ଅସହ୍ୟ ହେବ ତାତି । ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବୃଦ୍ଧି ପାଇପାରେ ବୋଲି ଆକଳନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ଭୁବନେଶ୍ୱର(କେନ୍ୟୁଜ୍‌): ବଦଳିବ ପାଗର ମିଜାଜ। ଦୁଇଦିନର କାଳବୈଶାଖୀ ବର୍ଷା ପରେ କାଲି ଠାରୁ ପାଗରେ ହେବ ବଡ଼ ପରିବର୍ତ୍ତନ । ଟାଇଁ ଟାଇଁ ହେବ ଖରା। ଅସହ୍ୟ ହେବ ତାତି । ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବୃଦ୍ଧି ପାଇପାରେ ବୋଲି ଆକଳନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ୨୩ ତାରିଖ ବେଳକୁ ଅଧା ଓଡ଼ିଶା ଓ ୨୪ ତାରିଖ ବେଳକୁ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧିପାଇବ । ୨୪ତାରିଖରେ ବହୁ ସ୍ଥାନରେ ଦିନର ତାପମାତ୍ରା ୩୯ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.