Below header
Browsing Tag

heavy rain

ଜୁନ ୧ରୁ ସେପ୍ଟେମ୍ବର ୨୮ ମଧ୍ୟରେ ରାଜ୍ୟରେ ୧୧୮୦.୧ ମିମି ବର୍ଷା ରେକର୍ଡ, ଆଜି ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ୟୁଜ୍): ପାର୍ବଣକୁ ଫିକା କରିବ ବର୍ଷା। ଅକ୍ଟୋବର ୧ତାରିଖରୁ ଘୂର୍ଣ୍ଣିବଳୟ ପ୍ରଭାବରେ ହେବ ବର୍ଷା। ଉତ୍ତର-ପୂର୍ବ ତତ୍‌ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି । ପ୍ରଭାବରେ ଅକ୍ଟୋବରୁ ୧ରୁ ଉତ୍ତର-ଉପକୂଳରେ ବଢ଼ିବ…

ଅକ୍ଟୋବର ୨ରୁ ବଢିବ ବର୍ଷା: ଫିକା ପଡ଼ିପାରେ ପାର୍ବଣ

ଭୁବନେଶ୍ବର(କେନ୍ୟୁଜ୍):ପାର୍ବଣକୁ ଫିକା ପକାଇବ ବର୍ଷା। ଅକ୍ଟୋବର ୧ତାରିଖରୁ ଘୂର୍ଣ୍ଣିବଳୟ ପ୍ରଭାବରେ ହେବ ବର୍ଷା। ୨ତାରିଖରୁ ବଢିବ ବର୍ଷାର ପରିମାଣ। ବଙ୍ଗୋପସାଗରରେ ପଛକୁ ପଛ ଘୂର୍ଣ୍ଣିବଳୟ। ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବର୍ତ୍ତମାନ…

୨୮ତାରିଖରେ ପ୍ରବଳ ବର୍ଷିବ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ):  ଘୂର୍ଣ୍ଣିବଳକ ପ୍ରଭାବରେ ରାଜ୍ୟରେ ବର୍ଷା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପ୍ରଭାବରେ ଉପକୂଳ ଓ଼ଡିଶାର ଅଧିକାଂଶ ସ୍ଥାନ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। କାଲିଠାରୁ…

ଆଜିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ, ମୌସୁମୀ ସିିଜିନରେ ଜୁନ ୧ରୁ ଆଜି ସୁଦ୍ଧା ୧୧୫୩.୩ ମିମି ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ରାଜ୍ୟରେ କମିବ ଲଘୁଚାପ ପ୍ରଭାବ। କମିବ ବର୍ଷାର ପରିମାଣ ଓ ବସ୍ତତି। ମୌସୁମୀ ସିିଜିନରେ ରାଜ୍ୟରେ ଜୁନ ୧ରୁ ଆଜି ସୁଦ୍ଧା ରେକର୍ଡ ହୋଇଛି ୧୧୫୩.୩ ମିଲିମିଟର ବର୍ଷା । ଯାହାକି ସ୍ୱାଭାବିକ ବର୍ଷା ୧୦୯୯.୯ ମିଲିମିଟର ତୁଳନାରେ ୫ ପ୍ରତିଶତ ଅଧିକ । କନ୍ଧମାଳ…

ଲଘୁଚାପ ପ୍ରଭାବରେ ବାଲିଗୁଡ଼ାରେ ଲାଗି ରହିଛି ମୁଷଳଧାରରେ ବର୍ଷା, ବସ୍ ଷ୍ଟାଣ୍ଡ ନିକଟ ରାସ୍ତା ଉପରେ ୪ ଫୁଟର ପାଣି

ବାଲିଗୁଡ଼ା(କେନ୍ୟୁଜ୍): ଲଘୁଚାପ ପ୍ରଭାବରେ ବାଲିଗୁଡ଼ାରେ ପ୍ରବଳ ବର୍ଷା । ମଧ୍ୟ ରାତ୍ରିରୁ ସହରରେ ମୁଷଳଧାର ବର୍ଷା ଲାଗି ରହିଛି । ବାଲିଗୁଡା ବସ ଷ୍ଟାଣ୍ଡ ନିକଟରେ ରାସ୍ତା ଉପରେ ୪ ଫୁଟ ପାଣି ପ୍ରବାହିତ । ବାଲିଗୁଡାରୁ ବୁଡ଼ାଗୁଡ଼ା ରାସ୍ତାରେ ଗାଡି ଚଳାଚଳ ବନ୍ଦ । କଦଳୀ ବନ୍ଧରେ ପାଣି ଫୁଲିବା…

ଆହୁରି ୨ ଦିନ ଭିଜିବ ଓଡ଼ିଶା, ଜୁନ୍‌ ୧ରୁ ଆଜି ସୁଦ୍ଧା ମୋଟ୍‌ ୧୧୧୮.୨ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଆସୁଛି ବଡ଼ ବର୍ଷା । ଉତ୍ତର-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ । ଆଜି ଏହା ଉତ୍ତରପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ମୁହାଁ ହେବ । ଅଧିକ ଘନୀଭୂତ ହେବ ଲଘୁଚାପ । ରାଜ୍ୟର ଆଭ୍ୟନ୍ତରୀଣ ଭାଗରେ ଏହାର ପ୍ରଭାବ ଲାଗି ରହିଛି । ବିଭିନ୍ନ…

ଘୂର୍ଣ୍ଣିବଳୟ ପ୍ରଭାବରେ ଟ୍ଵିନ୍‌ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ବର୍ଷା, ଆଜି ୯ଟି ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର(କେନ୍ୟୁଜ୍):ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ। ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସକାଳୁ ସକାଳୁ ଟ୍ଵିନ୍‌ ସିଟିରେ ଲଗାଣ ବର୍ଷା ଆରମ୍ଭ ହୋଇଛି। ଦକ୍ଷିଣ ଉପକୂଳ ଓଡ଼ିଶାରେ କିଛି ଜିଲ୍ଲାରେ ଲାଗିରହିଛି ବର୍ଷାର ପ୍ରଭାବ। ୨୦ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୮ଓ ୧୯ରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ପୂର୍ବାନୁମାନ

ଭୁବନେଶ୍ୱର (କେନ୍ୟୁଜ): ଲଘୁଚାପରୁ ପ୍ରବଳ ବର୍ଷିବ। ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ପୂର୍ବ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୨୦ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ…

ଲକ୍ଷ୍ମୌ: ପ୍ରବଳ ବର୍ଷାରେ କାନ୍ଥ ପଡି ୯ ମୃତ, ମୃତକଙ୍କ ମଧ୍ୟରେ ୩ ପିଲା ସାମିଲ

ଲକ୍ଷ୍ମୌରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ପଡିବାରୁ ୯ ଲୋକ ମୃତ୍ୟୁବରଣ କରିଛନ୍ତି। ଏହାସହିତ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଲୋକ ଦିଲକୁଶା ଆର୍ମି ଅଞ୍ଚଳରେ କ୍ୱାର୍ଟର ନିର୍ମାଣ କରିବା ପାଇଁ ଲକ୍ଷ୍ମୌ ଆସିଥିଲେ। ଦୁଇ ମାସ ପୂର୍ବରୁ ନିର୍ମାଣ କାର୍ଯ୍ୟ ସରିଥିଲା। କିନ୍ତୁ…

ପୁଣି ଆସୁଛି ଲଘୁଚାପ! ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷିବ, ଏବେ ସୁଦ୍ଧା ୧୦୮୪.୩ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷିବ। ପ୍ରବଳ ବର୍ଷା ସମ୍ଭାବନା ଥିବା ୮ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବଙ୍ଗୋପସାଗରରେ ଅବପାତ ଦୁର୍ବଳ ହୋଇ େଓ୍ଵଲ୍‌ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ପ୍ରଭାବରେ ଆସନ୍ତା ୧୪…

ଲଘୁଚାପ ପ୍ରଭାବରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ନିକଟରେ ଅଶାନ୍ତ ରହିଛି ସମୁଦ୍ର, ଉଠୁଛି ବଡ଼ ବଡ଼ ଜୁଆର

ଭୁବନେଶ୍ୱର(କେନ୍ୟୁଜ୍): ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇ ପଡିଛି । ବଡ଼ ବଡ଼ ଜୁଆର ଉଠୁଛି । ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ନିକଟରେ ଅଶାନ୍ତ ରହିଛି ସମୁଦ୍ର । ମାଡ଼ି ଆସିଛି ବଡ଼ ବଡ଼ ଜୁଆର । ପାଖାପାଖି ୧୦ ଫୁଟ୍‌ ଉଚ୍ଚର ଜୁଆର ଉଠୁଛି । ରାସ୍ତା ଉପରକୁ ମାଡ଼ି ଆସିଛି ସମୁଦ୍ର ପାଣି ।…

ଘନୀଭୂତ ହେଉଛି ଲଘୁଚାପ: ପ୍ରଭାବରେ ଆଜିଠୁ ଆହୁରି ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ପ୍ରବଳ ବର୍ଷା। ଘନୀଭୂତ ହେଉଛି ଲଘୁଚାପ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅ଼ଞ୍ଚଳରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଲଘୁଚାପର ପ୍ରଭାବରେ ଅଧିକ ବର୍ଷା ହୋଇଛି। ଏହି ଲଘୁଚାପ…