Below header
Browsing Tag

helps prevent acne

ଏହି ସହଜ ଉପାୟରେ ମୁହଁରୁ ଛଡ଼ାଇ ପାରିବେ ବ୍ରଣ ଦାଗ, ବ୍ୟବହାର କରନ୍ତୁ ଏହି ତେଲ

ଗରମ ହେବା ମାତ୍ରେ ଲୋକମାନଙ୍କ ମୁହଁରେ ବ୍ରଣ ବାହାରିଥାଏ । ଗରମ ଦିନରେ ଧୂଳି ଏବଂ ମଇଳା ଚେହେରାରେ ଅଧିକ ଲାଗେ । ଏହି କାରଣରୁ ମୁହଁରେ ବ୍ରଣ ଅଧିକ ବାହାରିଥାଏ । ଗରମ ଦିନରେ ତ୍ୱଚାର ଯତ୍ନ ନନେବା କାରଣରୁ ବ୍ରଣ ହେବା ପରେ ମୁହଁରେ ଚିହ୍ନ ହୋଇଯାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ…

୨ଟଙ୍କାରେ କରନ୍ତୁ ତ୍ୱଚାର ଉପଚାର, ମୁହଁରେ ଆଣନ୍ତୁ ପ୍ରାକୃତିକ ଚମକ

ପ୍ରତ୍ୟେକ ମହିଳା ସୁନ୍ଦର ଦେଖାଯିବାକୁ ଚାହାନ୍ତି । ନିଜ ମୁହଁରେ ସୁନ୍ଦରତା ଅଣିବା ପାଇଁ ସେମାନେ ପାର୍ଲର ଉପରେ ନିର୍ଭରଶୀଳ ହେଉଛନ୍ତି । ଏହା ଦ୍ୱାରା ସେମାନେ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି ଏବଂ ପାର୍ଲରରେ ବ୍ୟବହାର ହେଉଥିବା କେମିକଲ ଯୁକ୍ତ ପ୍ରଡ଼କ୍ଟ ଲଗାଇ ମୁହଁକୁ ଆହୁରି ଖରାପ କରିଥାନ୍ତି…

ମୁହଁରେ ରହି ଯାଇଛି କି ବ୍ରଣ ଦାଗ? ତ ଏହି ହର୍ବାଲ ଉପାୟରେ ପାଆନ୍ତୁ ଛୁଟକାରା

ମୁହଁରେ ବ୍ରଣ ହେବା ଏକ ସାଧାରଣ ସମସ୍ୟା। ଏହି ସମସ୍ୟା କିଶୋରାବସ୍ଥାରୁ ଯୁବାବସ୍ଥା ଭିତରେ ବେଶି ମାତ୍ରାରେ ଦେଖା ଯାଇଥାଏ। ଏଥିରେ ଯନ୍ତ୍ରଣା ମଧ୍ୟ ହୋଇଥାଏ। ବ୍ରଣ ଫାଟିଗଲେ ଯଦିଓ ଏହା ଶୀଘ୍ର ଶୁଖିଯାଏ, କିନ୍ତୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଚେହେରାରେ ଚିହ୍ନ, ଦାଗ ଛାଡ଼ିଯାଏ। ତ ଏମିତି ସ୍ଥିତିରେ…

ଏହି ତିନୋଟି ଫେସପ୍ୟାକ ଦୂର କରିବ ଆପଣଙ୍କ ବ୍ରଣ ସମସ୍ୟା, ଜାଣନ୍ତୁ ଆଉ ବ୍ୟବହାର କରନ୍ତୁ

ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ଭୁଲ୍‌ ଖାଦ୍ୟପେୟ ଏବଂ ଭୁଲ ଦିନଚର୍ଯ୍ୟା କାରଣରୁ ମହିଳାଙ୍କ ଚେହେରାରେ ଅନେକ ପ୍ରକାର ସମସ୍ୟା ହୋଇଥାଏ। ଏହି ସବୁ ସମସ୍ୟା ମଧ୍ୟରୁ ଗୋଟିଏ ହେଉଛି ବ୍ରଣ। ଯାହାର ଦାଗ ଚେହେରାକୁ ଏକଦମ୍‌ ଖରାପ କରିଦିଏ। ଏହାକୁ ଯଦି ଆପଣ ଅଣଦେଖା କରୁଛନ୍ତି ତାହେଲେ ଭାବନ୍ତୁ…

ବ୍ରଣ ପାଇଁ ବିରକ୍ତ ହୋଇସାରିଲେଣି କି ? ମୁକ୍ତି ପାଇଁ ସାହାଯ୍ୟ କରିବ ଏହି ୧୦ଟି ପଦାର୍ଥ

ସବୁ ବର୍ଗର ଲୋକମାନଙ୍କ ପାଇଁ ସେମାନଙ୍କ ତ୍ବଚା ବହୁତ ଗୁରୁତ୍ବ ବହନ କରିଥାଏ । ତ୍ବଚା ପାଇଁ ଲୋକେ ବହୁତ କିଛି ଉପାୟ ଆପଣାଇଥାନ୍ତି । ଆଜିକାଲି ପ୍ରାୟତଃ ଲୋକଙ୍କ ତ୍ବଚାରେ ବ୍ରଣ ହେବା କାରଣରୁ, ସେମାନେ ବହୁତ କିଛି ଦାମିକିଆ କ୍ରିମ୍ ,ଲୋସନ ଏବଂ ଓୗଷଧର ସାହାଯ୍ୟ  ନେଉଥିବା ଦେଖିବାକୁ ମିଳୁଛି…