Browsing Tag

high court bar association

ହାଇକୋର୍ଟ ବାର ଆସୋସିଏସନ ସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ

କଟକ(କେନ୍ୟୁଜ୍): ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ହାଇକୋର୍ଟ ବାର ଆସୋସିଏସନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ବିଦ୍ୟାଧର ପ୍ରଧାନ, ଉପ ସଭାପତି, ଚିତ୍ତ ରଞ୍ଜନ ସ୍ୱାଇଁ, ସମ୍ପାଦକ ଭାବେ ବିଜୟୀ ହୋଇଥିବାବେଳେ ଦେବାଶିଷ ନନ୍ଦ(ଯୁଗ୍ମ ସମ୍ପାଦକ), ଦେବାଶିଷ ସ୍ୱାଇଁ (ସହ ସମ୍ପାଦକ)…

ଦୁଇଟି ଜାଗାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗ: କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ବିବୃତ୍ତିକୁ ବାର…

କଟକ(କେନ୍ୟୁଜ୍):ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ସ୍ଥାପନ ସମ୍ପର୍କରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁଙ୍କର ଏକ ଦୈନିକ ଇଂରାଜୀ ଖବର କାଗଜରେ ପ୍ରକାଶିତ ବିବୃତ୍ତିକୁ ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ବିରୋଧ କରାଯାଇଛି। ୧୮ ତାରିଖରେ ହାଇକୋର୍ଟ…

ଆଡଭୋକେଟ ୱେଲଫେୟାର ଫଣ୍ଡ ‘ଫି’ ଅଚାନକ ୧୫ରୁ ୧୦୦ ଟଙ୍କା ବଢିଲା, ବିରୋଧ କଲା ବାର୍‌ ଆସୋସିଏସନ

କେନ୍ୟୁଜ୍(ବ୍ୟୁରୋ):ଆଡଭୋକେଟ ୱେଲଫେୟାର ଫଣ୍ଡ ‘ଫି’ ବୃଦ୍ଧିକୁ ବିରୋଧ କରିଛି ହାଇକୋର୍ଟ ବାର୍‌ ଆସୋସିଏସନ । ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ୱେଲଫେୟାର ଫଣ୍ଡ ଫି ମୂଲ୍ୟ ଅଚାନକ ୧୫ରୁ ୧୦୦ ଟଙ୍କା ବୃଦ୍ଧି କରାଯାଇଛି। ମାମଲା ଦାଖଲ ବେଳେ ପ୍ରତ୍ୟେକ ଭୋକଲତନାମାରେ ଏହି ଫି ଷ୍ଟାମ୍ପ ଆକାରରେ…

ସହାୟତା ନ ମିଳିବାରୁ ପରିବା ବିକି ପ୍ରତିବାଦ କଲେ ଆଇନଜୀବୀ

କଟକ; ଆଇନଜୀବୀଙ୍କ ଅଭିନବ ପ୍ରତିବାଦ। ଏଥର ହଟ୍ଟଗୋଳ କିମ୍ବା ରାସ୍ତା ରୋକ କରି ନୁହେଁ ବରଂ ପରିବା ବିକ୍ରି କରି କିଛିଟା ଭିନ୍ନ ଢଙ୍ଗରେ ପ୍ରତିବାଦ ଜଣାଇଲେ ଓକିଲ ସଂଘ । କଟକ ସ୍ଥିତ "ହାଇକୋର୍ଟ ବାର ଆସୋସିଏସନ" ସମ୍ମୁଖରେ ପରିବା ବିକି ଅଭିନବ ଶୈଳୀରେ ପ୍ରତିବାଦ କଲେ ଆଇନଜୀବୀ । ୧୦ ବର୍ଷରୁ…