Browsing Tag

highway crash

ଚୀନ : ହଠାତ୍‌ ଧସିଗଲା ରାସ୍ତା, ପୋତି ହୋଇଗଲା ଗାଡି, ୧୯ ମୃତ

ଚୀନର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ହଠାତ୍ ଭୁଶୁଡ଼ି ପଡ଼ିଲା ରାସ୍ତା । ପୋତି ହୋଇଗଲା ଗାଡ଼ି ୧୮ଟି ଗାଡି । ଫଳରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଠାରେ ହଠାତ୍ ଏକ ରାଜପଥର ପୂରା ଅଂଶ ଭୁଶୁଡ଼ି ପଡିବା ଯୋଗୁଁ ଏଭଳି ଘଟିଛି । ପୋଲିସ ସୂଚନା ଅନୁଯାୟୀ, ମେଇଜୁ ସହରରୁ ଡାବୁ…

ହାଇୱା ଧକ୍କାରେ ଜଣେ ମୃତ, ଜଣେ ଗୁରୁତର : ୫୦ ଲକ୍ଷ ଟଙ୍କା କ୍ଷତିପୁରଣ ଦାବି କରି ରାସ୍ତା ଅବରୋଧ କଲେ ଗ୍ରାମବାସୀ

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର ବିରସ ହାଇସ୍କୁଲ ଛକ ନିକଟରେ ହାଇୱା ଧକ୍କାରେ ମୋଟର ସାଇକେଲ ଆରୋହୀ ମୃତ ଓ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ । ଗତକାଲି ବିଳମ୍ବିତ ରାତିରେ ଧାମରା ପଟୁ ଆସୁଥିବା ଓଡି-୨୨ଜି-୫୭୭୬ନାମକ ଏକ ଦୃତଗାମୀ…