Browsing Tag

hiroshima and nagasaki nuclear attack

ହିରୋସୀମା ନାଗାସାକି ପରମାଣୁ ଆକ୍ରମଣକୁ ପୁରିଲା ୭୫ ବର୍ଷ, ଦେଖନ୍ତୁ ସେତେବେଳର କିଛି ଭୟଙ୍କର ଓ ହୃଦୟଥରା ଫଟୋ

୧୯୪୫ ମସିହା ଅଗଷ୍ଟ ୬ ତାରିଖ, ଆଜକୁ ଠିକ ୭୫ ବର୍ଷ ପୂର୍ବେ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଆମେରିକା ଜାପାନ ସହରର ହିରୋସୀମା ଉପରେ ପରମାଣୁ ବମ ପକାଇଥିଲା । ଆଉ ଏହାର ତିନି ଦିନ ପରେ ଅର୍ଥାତ ଅଗଷ୍ଟ 9 ତାରିଖରେ ନାଗାସାକି ଉପରେ ମଧ୍ୟ ବମ ପକାଇଥିଲା । ଯେଉଁ ଦୁଇଟି ଆକ୍ରମଣ ସାରା ଦୁନିଆକୁ…