ଓଡ଼ିଆ ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆଙ୍କ ପ୍ରେମ କାହାଣୀ ଖୁବ ଶୀଘ୍ର ହଲିଉଡ ଫିଲ୍ମରେ
ଅନୁଗୁଳ (କେନ୍ୟୁଜ): ଜଣେ ଗରିବ ଯୁବକ ଜଣେ ଧନୀ ଯୁବତୀଙ୍କୁ ଭେଟେ । ସେମାନେ ପ୍ରେମରେ ପଡ଼ନ୍ତି । ବିବାହ କରିବାକୁ ନିଷ୍ପତ୍ତି ନିଅନ୍ତି । ଏହାପରେ ଝିଅଟି ନିଜ ଦେଶକୁ ଫେରିଯାଏ । ପୁଅ ଜଣକ ସେଠାକୁ ଯିବା ପାଇଁ ଆପ୍ରାଣ ଉଦ୍ୟମ କରି ବିଫଳ ହୁଏ । ଶେଷରେ ସାଇକେଲକୁ ସାହାରା କରି ୮ଟି ଦେଶ…